ETV Bharat / bharat

ପଶ୍ଚିମବଙ୍ଗ ଉପନିର୍ବାଚନ: ଦିଦିଙ୍କ ଯାଦୁରେ ବିଜେପି ଧରାଶାୟୀ, ଟିଏମସି କବ୍ଜାରେ 3 ସିଟ

author img

By

Published : Nov 28, 2019, 8:46 PM IST

ପଶ୍ଚିମବଙ୍ଗରେ 3ଟି ବିଧାନସଭା ଆସନରେ ନଭେମ୍ବର 25ରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏହି ତିନୋଟି ଆସନକୁ ଟିଏମସି କବ୍ଜା କରିଛି । ଅଧିକ ପଢନ୍ତୁ...

west bengal by poll results
ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗରେ 3ଟି ବିଧାନସଭା ଆସନରେ ନଭେମ୍ବର 25ରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏହି ତିନୋଟି ଆସନକୁ ଟିଏମସି କବ୍ଜା କରିଛି । ବିଜେପିକୁ ଜୋରଦାର ଝଟକା ଲାଗିଛି ।

west bengal by poll results
ଫଟୋ ସୌଜନ୍ୟ:ଟ୍ବିଟର@AITCofficia

ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର କାଲିଆଗଞ୍ଜ, କରିମ୍‌ପୁର ଓ ଖଡ଼ଗପୁର (ସଦର) ବିଧାନସଭା ଆସନରେ ଟିଏମ୍‌ ବିପୁଳ ଭୋଟରେ ବିଜେପିକୁ ପଛରେ ପକାଇ ଜିତାପଟ ହାସଲ କରିଛି । ଏହାସହ ଏହି ଉପନିର୍ବାଚନରେ ବିଜେପି ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ସିଟ୍‌ ଖଡଗପୁର ସିଟ୍‌ରେ ବି ଦଳକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.