ETV Bharat / bharat

‘ଭାରତରେ ଅଛନ୍ତି 2କୋଟି ବାଂଲାଦେଶୀ ମୁସଲମାନ, ସମସ୍ତକୁ ବିତାଡିତ କରାଯିବ’

author img

By

Published : Jan 22, 2020, 3:03 PM IST

ଗୋଟିଏ ପଟେ ସାରା ଦେଶରେ ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଦିଲ୍ଲୀପଙ୍କ ବିବାଦୀୟ ବୟାନ ନିଆଁରେ ଘିଅ ଢାଳିବା ଭଳି କାମ କରୁଛି । ଭାରତରେ 2 କୋଟି ବାଂଲାଦେଶୀ ମୁସଲମାନ ରହୁଛନ୍ତି । ଏମାନଙ୍କ ମଧ୍ୟରୁ 1 କୋଟି କେବଳ ପଶ୍ଚିମବଙ୍ଗରେ ରହୁଛନ୍ତି । ଏବେ ସମସ୍ତଙ୍କୁ ଦେଶରୁ ବାତାଡିତ କରାଯିବା ସମୟ ଆସିଛି ବୋଲି କହିଛନ୍ତି ଘୋଷ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

କୋଲକାତା: ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ । ଘୋଷଙ୍କ ବିବୃତିକୁ ନେଇ ରାଜନୈତିକ ଝଡ ସୃଷ୍ଟି ହେବା ଅନେକ ନଜିର ରହିଛି । ଗୋଟିଏ ପଟେ ସାରା ଦେଶରେ ସିଏଏ ଓ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଦିଲ୍ଲୀପଙ୍କ ବିବାଦୀୟ ବୟାନ ନିଆଁରେ ଘିଅ ଢାଳିବା ଭଳି କାମ କରୁଛି । ଭାରତରେ 2 କୋଟି ବାଂଲାଦେଶୀ ମୁସଲମାନ ରହୁଛନ୍ତି । ଏମାନଙ୍କ ମଧ୍ୟରୁ 1 କୋଟି କେବଳ ପଶ୍ଚିମବଙ୍ଗରେ ରହୁଛନ୍ତି । ଏବେ ସମସ୍ତଙ୍କୁ ଦେଶରୁ ବାତାଡିତ କରାଯିବା ସମୟ ଆସିଛି ବୋଲି କହିଛନ୍ତି ଘୋଷ ।

ଦିଲ୍ଲୀପ ଘୋଷ ଆହୁରି କହିଛନ୍ତି ଯେ, ଏହି ସମସ୍ତ ଅନୁପ୍ରବେଶକାରୀଙ୍କୁ ବିଜେପି ଖୁବଶୀଘ୍ର ଭାରତରୁ ବିଦା କରିବା ପାଇଁ ବନ୍ଦୋବସ୍ତ କରୁଛି । ଏମାନଙ୍କୁ ପ୍ରଥମେ ଚିହ୍ନଟ କରି ଭୋଟର ଲିଷ୍ଟରୁ ନାମ ହଟାଯିବ ଓ ନିଜ ଦେଶକୁ ପଠାଇ ଦିଆଯିବ । ଦେଶକୁ ବଞ୍ଚାଇବା ପାଇଁ ଏମାନଙ୍କୁ ବିତାଡିତ କରିବା ନିହାତି କରିବା ଦରକାର ।

ଏଠାରେ ସୂଚନା ଯୋଗ୍ୟ ଯେ, ରବିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଅନୁଷ୍ଠିତ ସମାବେଶରେ ଯୋଗଦେଇ ଦିଲ୍ଲୀପ ଘୋଷ ଦେଶବ୍ୟାପୀ ୫୦ ଲକ୍ଷ ମୁସଲିମ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ବୋଲି କହିଥିଲେ । ଏହାସହ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦେଶରୁ ତଡ଼ି ଦିଆଯିବ ବୋଲି କହିଥିଲେ ଘୋଷ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.