ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ଯମୁନା ନଦୀରେ ବଢି ଚାଲିଛି ଜଳସ୍ତର । ହରିୟାଣାର ହାଥିନୀ କୁଣ୍ଡ ଡ୍ୟାମରୁ ପାଣି ଛଡାଯିବାରୁ ନିଷ୍କାସିତ ଜଳ ଆସି ଦିଲ୍ଲୀରେ ପହଞ୍ଚିଛି । ଯାହା ଫଳରେ ଦିଲ୍ଲୀର ଯମୁନାସ୍ତରରେ ପାଣି ବଢିବାରେ ଲାଗିଛି ।
ଫଳରେ ଦିଲ୍ଲୀ ପ୍ରଶାସନ ସତର୍କ ରହିଛି । କିନ୍ତୁ ଯମୁନା ନଦୀ ବିପଦସଙ୍କେତ ତଳେ ରହିଛି ।