ETV Bharat / bharat

ଏଠି ମୂଷା କିଣିବାକୁ ଲାଗେ ଭିଡ, ଗୋଟିଏ ମୂଷା ଦାମ୍‌ 200 ଟଙ୍କା - ମୂଷା ମାଂସ

ତାମିଲନାଡୁର କିଛି ଅଞ୍ଚଳରେ ଲୋକେ ମୂଷା ବିକ୍ରି ବ୍ୟବସାୟ କରି ଲାଭବାନ ହେଉଛନ୍ତି । ଚାଷବାସରେ ପେଟ ପୋଷୁଥିବା ଚାଷୀଙ୍କ ପାଇଁ ଏବେ ମୂଷା ବିକ୍ରି କରି ପେଟ ପୋଷିବା ଏକ ରୋଜଗାର ପନ୍ଥା ପାଲଟିଛି । ଗୋଟିଏ ମୂଷା ଦାମ ପାଖାପାଖି 200 ଟଙ୍କା ।

ଡିଜାଇନ ଫଟୋ
author img

By

Published : Aug 28, 2019, 4:06 PM IST

ତାଞ୍ଜାଭୁର: ଏହି ଗାଁରେ ରୋଜଗାର ମାଧ୍ୟମ ମୂଷା ବିକ୍ରି । ହୃଷ୍ଟପୃଷ୍ଟ ମୂଷା କରି ବିକ୍ରି କରି ପେଟ ପୋଷିଥାନ୍ତି ଲୋକେ । ଚାଷବାସରେ ପେଟ ପୋଷୁଥିବା ଚାଷୀଙ୍କ ପାଇଁ ଏବେ ମୂଷା ବିକ୍ରି କରି ପେଟ ପୋଷିବା ଏକ ରୋଜଗାର ପନ୍ଥା ପାଲଟିଛି । ତାମିଲନାଡୁର କିଛି ଅଞ୍ଚଳରେ ଲୋକେ ମୂଷା ବିକ୍ରି ବ୍ୟବସାୟ କରି ଲାଭବାନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରାଜ୍ୟରେ ଏହି ବ୍ୟବସାୟ ଏବେ ଚାଷୀଙ୍କ ପାଇଁ ବିକଳ୍ପ ଲାଭଦାୟକ ବ୍ୟବସାୟରେ ପରିବର୍ତ୍ତନ ହେବାରେ ଲାଗିଛି । କାରଣ ତାମିଲନାଡୁର ତାଞ୍ଜାଭୁର ଜିଲ୍ଲା ଅନ୍ତର୍ଗତ କୁମ୍ଭକୋଣମ ନିକଟସ୍ଥ ନୀଲାଥନଲ୍ଲୁର, ପଟେସ୍ବରମ, ଆବୁର ଓ ଆଖପାଖ ପଡୋଶୀ ଗାଁର ଲୋକେ ବିଲରେ ମିଳୁଥିବା ଭିନ୍ନ କିଷମର ମୂଷା କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ।

ବର୍ଷା ଦିନେ ‘ସାମ୍ବା’ଧାନ ଚାଷ ପାଇଁ ଅନୁକୂଳ ଅଟେ । ଏହାସହ ଏହି ସମୟରେ ବିଲରେ ବହୁଳ ପରିମାଣରେ ମୂଷା ମାନେ ଦେଖାଯାଆନ୍ତି । ସେତେବେଳେ ଗରିବ ଆଦିବାସୀମାନେ ଚାଉଳ ଖେତକୁ ମୂଷା ଧରିବା ପାଇଁ ଯାଆନ୍ତି । ଗୋଟିଏ ଗୋଟିଏ ମୂଷା ପ୍ରାୟ100- 200 ଟଙ୍କାରେ ବିକ୍ରି ହୁଏ ।

ମୂଷା ମାଂସ ଖାଇବା ପଛରେ ଅନ୍ୟ ଏକ କାରଣ ମଧ୍ୟ ରହିଛି । ମୂଷା ମାଂସ ଖାଇବା ଦ୍ବାରା ବଳବୃଦ୍ଧି, ଓ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ମାଂସରେ ଓୌଷଧୀୟ ଗୁଣ ରହିଥିବା ବିଶ୍ବାସ କରନ୍ତି ଏଠାକାର ଲୋକେ ।

Intro:Body:

Thanjavur (Tamil Nadu): Rats, often considered as deadly pests, especially by the farming community, have turned into hot commodities in the rice basket of Tamil Nadu!

What started as an alternative vocation for farmers, turned into a profitable venture, as residents of Neelathanallur, Patteeswaram, Avur and other neighbouring villages, near Kumbakonam of Thanjavur district, have been thronging to buy these 'farm rats' for consumption!  

'Farm Rats' have medicinal value 

Ahead of the season, conducive to cultivate Samba rice, the farmers sought to earn a buck by selling the rats captured on their respective farms. However, the unexpected response, fuelled by a weird belief that consumption of 'farm rats' would make them stronger and have medicinal values, has resulted in a thriving business.

Segregated in groups of three and more, the 'farm rats' are being sold for prices ranging between Rs 100-200, or sometimes even more. The farmers procured a substantial number of rodents, as they embarked on the capture right after the farmlands had dried up after summer.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.