ETV Bharat / bharat

ରିଫାଇନ ତେଲ ଖାଉଛନ୍ତି କି ଦେଖାଯିବ ଏହି ସମସ୍ୟା... - deficiency

ପ୍ରତ୍ୟେକ ଦିନ ତେଲ ମସଲାଦାର ଖାଦ୍ୟ ଖାଇବା ଫଳରେ ଶରୀରରେ ବିଭିନ୍ନ ରୋଗ ଓ ଭିଟାମିନର ଅଭାବ ଦେଖାଦିଏ । ଫଳରେ ଦେହ ଦୁର୍ବଳ ଲାଗିବା ସହ ଆଣ୍ଠୁ ଗଣ୍ଠି ବ୍ୟଥା, ଗୋଡ ଫୁଲିବା, ମାଂସପେଶୀ ବିନ୍ଧା ଭଳି ରୋଗ ଦେଖାଦିଏ । ତେବେ ଏହି ସବୁ ସମସ୍ୟା ଦେଖା ଦେଉଥିଲେ ଶରୀରରେ ଭିଟାମିନ ଡି’ର ଅଭାବ ପରିଲକ୍ଷିତ ହୋଇଥାଏ ।

ଫାଇଲ ଫଟୋ
author img

By

Published : May 17, 2019, 5:42 PM IST

ବ୍ୟସ୍ତବହୁଳ ଜୀବନରେ ଶରୀରର ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ । ଏହାର ସିଧାସଳଖ ପ୍ରଭାବ ଆମ ଖାଦ୍ୟାଭାସ ଉପରେ ପଡିଥାଏ । ପ୍ରତିଦିନ ତେଲ ମସଲାଦାର ଖାଦ୍ୟ ଖାଇବା ଫଳରେ ଶରୀରରେ ବିଭିନ୍ନ ରୋଗ ଓ ଭିଟାମିନର ଅଭାବ ଦେଖାଦିଏ । ଯେଉଁଥିପାଇଁ ଦିନକୁ ଦିନ ଦେହ ଦୁର୍ବଳ ଲାଗିବା ସହ ଆଣ୍ଠୁଗଣ୍ଠି ବ୍ୟଥା, ଗୋଡ ଫୁଲିବା, ମାଂସପେଶୀ ବିନ୍ଧା ଭଳି ରୋଗ ଦେଖାଦିଏ । ତେବେ ଏହି ସବୁ ସମସ୍ୟା ଦେଖା ଦେଉଥିଲେ ଶରୀରରେ ଭିଟାମିନ ଡିର ଅଭାବ ପରିଲକ୍ଷିତ ହୋଇଥାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଅତ୍ୟଧିକ ପରିମାଣର ରିଫାଇନ ତେଲର ବ୍ୟବହାର ଭିଟାମିନ ଡି’ ଅଭାବର ମୁଖ୍ୟ କାରଣ । କାରଣ ରିଫାଇନ ତେଲରେ ଥିବା ଟ୍ରାନ୍ସ ଫ୍ୟାଟ୍ ଶରୀରରେ କୋଲେଷ୍ଟ୍ରଲ କମାଇଥାଏ । ହେଲେ କୋଲେଷ୍ଟ୍ରୋଲ ମଲିକୁଲ ଶରୀରରେ ଭିଟାମିନ ଡି ସୃଷ୍ଟି କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଭିଟାମିନ ଡି ଅଭାବରେ ଏହି ସବୁ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ସେଗୁଡିକ ହେଲା ରକ୍ତଚାପ, ଦୁର୍ବଳ ଲାଗିବା, ହାଡ ବିନ୍ଧିବା, ମାଂସପେଶୀ ଦୁର୍ବଳ ହେବା, କେଶ ଝଡିବା, ଶରୀରରେ ଆଲର୍ଜି ,ଶ୍ବାସପ୍ରଶ୍ବାସରେ ଅସୁବିଧା ଉପୁଜିବା ଇତ୍ୟାଦି ।

ଏଥିପାଇଁ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ମାଛ, ଗହମ, ମାଂସ, ଛତୁ, ଅଣ୍ଡା, ଲହୁଣୀ, କ୍ଷୀର ଓ ଜୁସକୁ ସାମିଲ କରିବା ଜରୁରୀ ।

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.