ନୂଆଦିଲ୍ଲୀ: କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବାଲାଦେଶୀ ହିନ୍ଦୁ ସୀମା ପାର କରି ଭାରତ ଆସୁଥିବା ଦେଖିବାକୁ ମିଳୁଥିଲା। ନାଗରିକ ସଂଶୋଧନ ବିଲ୍, 2019 ସଂସଦରେ ପାରିତ ହେବା ପରେ ସେମାନେ ସୀମାପାର କରି ଭାରତ ଆସୁଥିବା ଭିଡିଓରେ ଦାବି କରାଯାଇଥିଲା। ଏହାକୁ ଶୁକ୍ରବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରାଯାଇଛି। ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି। ଏହାକୁ ଚଳିତ ବର୍ଷ ଜାନୁଆରୀ 22 ତାରିଖରେ ଅପଲୋଡ କରାଯାଇଥିଲା ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
-
#PIBFactCheck
— PIB India (@PIB_India) December 13, 2019 " class="align-text-top noRightClick twitterSection" data="
Claim: A video claiming Bangladeshi Hindus Crossing India Border post #CAB2019, is doing the rounds of Social Media.
Reality: Search using appropriate tool reveals this is old video which is being re-used out of context.
Conclusion: #FakeNews pic.twitter.com/4sL8IGYNir
">#PIBFactCheck
— PIB India (@PIB_India) December 13, 2019

Conclusion: #FakeNews pic.twitter.com/4sL8IGYNir#PIBFactCheck
— PIB India (@PIB_India) December 13, 2019
Claim: A video claiming Bangladeshi Hindus Crossing India Border post #CAB2019, is doing the rounds of Social Media.
Reality: Search using appropriate tool reveals this is old video which is being re-used out of context.
Conclusion: #FakeNews pic.twitter.com/4sL8IGYNir
ସରକାରଙ୍କ ବିରୋଧରେ ବ୍ୟାପୁଥିବା ମିଥ୍ୟା ଖବରର ତଥ୍ୟ ଯାଞ୍ଚ କରାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ ଇନଫରମେସନ ବ୍ୟୁରୋ(ପିଆଇବି) ପକ୍ଷରୁ ଏକ ସ୍ବତନ୍ତ୍ର ଶାଖା ସ୍ଥାପନ କରାଯାଇଛି। ଏହି ଶାଖା ଭାଇରାଲ ହୋଇଥିବା ଭିଡିଓର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରିଥିଲା। ତଦନ୍ତ ପରେ ପିଆଇବି ପକ୍ଷରୁ ଟ୍ବିଟ କରି କୁହାଯାଇଛି, ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା। ଏହା ଏକ ପୁରୁଣା ଭିଡିଓ, ଯାହାକୁ ଏଡିଟ କରି ମିଥ୍ୟା ଖବର ପ୍ରଚାର କରାଯାଉଛି।