ETV Bharat / bharat

ଜାଣନ୍ତୁ କେତେ ଉପକାରୀ ଭାନିଲା ବିନ୍ସ - କ୍ୟାନସର

କେବଳ ଆଇସକ୍ରିମ ପେଷ୍ଟ୍ରି ନୁହେଁ, କ୍ୟାନସର ଭଳି ମାରାତ୍ମକ ରୋଗରୁ ଉପଶମ ଦେଇଥାଏ ଭାନିଲା ବିନ୍ସ । ସୁଗନ୍ଧିତ ଏହି ବିନ୍ସକୁ ଅନେକ ରୋଗବ୍ୟାଧିରୁ ଉପଶମ ପାଇଁ ବ୍ୟବହାର କରାଯାଏ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 26, 2019, 5:26 AM IST

ଭାନିଲା ନାଁ ଶୁଣିଲେ ଆପଣଙ୍କୁ ଆଇସକ୍ରିମ, କେକ ଓ ପେଷ୍ଟ୍ରି କଥା ମନରେ ଆସିଥାଏ। ଏହାର ସୁଗନ୍ଧିକ ବାସ୍ନା ଓ ସ୍ବାଦ ହେତୁ କେକ ଓ ଆଇସକ୍ରିମରେ ବ୍ୟବହାର କରାଯାଇଥାଏ । ଆପଣ କେବଳ ଭାନିଲାକୁ ଏଥିରେ ହିଁ ଖାଇଥିବେ । ହେଲେ ଭାନିଲା ବିନ୍ସର ଉପକାରିତା ବିଷୟରେ ବୋଧେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଉପକାରିତା....

- ଭାନିଲାରେ ଥିବା ଭାନିଲିନ ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲ ଲେବଲକୁ ଆୟତ୍ତ ରଖିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ, ଯାହା ଶରୀର ପାଇଁ ଖୁବ ଆବଶ୍ୟକ ।

- ଯଦି ପ୍ରତିଦିନ ଆପଣ ଭାନିଲା ଆପଣଙ୍କ ଖାଦ୍ୟ ରୂପେ ଗ୍ରହଣ କରିବେ ତେବେ ଆପଣଙ୍କ ପାଚନ ଶକ୍ତି ବୃଦ୍ଧି ପାଇବ । କୌଣସି ଗ୍ୟାସ ସମସ୍ୟା ଦେଖାଦେବ ନାହିଁ । ଏହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସହାୟକ ହୋଇଥାଏ ।

- ସବୁଠୁ ବଡ କଥା ହେଉଛି, ଭାନିଲା ବିନ୍ସ ସେବନ ଦ୍ବାରା ସୁସ୍ଥ ରଖିବା ସହ କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ।

Intro:Body:

gjghjghj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.