ETV Bharat / bharat

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ 'ବଟ ବରା', ଖାଇବାକୁ ଜମେ ପ୍ରବଳ ଭିଡ - VADA IS A DELICIOUS SAVOURY IN SOUTH INDIA

ଆନ୍ଧ୍ରପ୍ରଦେଶର ପେରୁମାଲ୍ଲାପୁରମର ପ୍ରସିଦ୍ଧ 'ବଟ ବରା'। ଯାହା ଆଞ୍ଚଳିକ ଭାବେ 'ବେଲମ ଗେରଲୁ' ନାଁରେ ପ୍ରସିଦ୍ଧ । ଏହାକୁ ଖାଇବାକୁ ଲାଗେ ବହୁ ଲୋକଙ୍କ ଭିଡ । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ 'ବଟ ବରା'
ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ 'ବଟ ବରା'
author img

By

Published : Feb 3, 2020, 10:06 PM IST

ଅମରାବତୀ: ଦେଶର ବିଭିନ୍ନ ଭାଗରେ ଉପଲବ୍ଧ ହେଉଥିବା ଖାଦ୍ୟପେୟ ଉପରେ ରୁଚି ରଖିଥାନ୍ତି ଅନେକ। ଖାଦ୍ୟକୁ ସୁ-ସ୍ବାଦୁ କରିବାପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାଏ। ସକାଳର ଜଳଖିଆ ଭିତରୁ ସାଧାରଣତଃ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ବରାକୁ ବେଶ ପସନ୍ଦ କରିଥାନ୍ତି। ଆଉ ଆମେ ଜାଣିଛେ ବିରି ବ୍ୟତିତ ଡାଲିରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ସେହିପରି ଆନ୍ଧ୍ରପ୍ରଦେଶର ପେରୁମାଲ୍ଲାପୁରମରେ ମିଳୁଥିବା ବରା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ବେଶ ପ୍ରସିଦ୍ଧ ।

ଏହି ବରାର ନାଁ ରହିଛି 'ବଟ ବରା'। ଏହା ପ୍ରସ୍ତୁତ ହେବା ପରେ ଗୁଡ ରସରେ କିଛି ସମୟ ପାଇଁ ଭିଜେଇ ରଖାଯାଏ। ଏହା ପରେ ବରାର ସ୍ବାଦ ଦ୍ବିଗଣିତ ହୋଇଥାଏ। ସ୍ଥାନୀୟ ଭାଷାରେ ଏହା 'ବେଲମ ଗେରଲୁ' ନାଁରେ ପ୍ରସିଦ୍ଧ । ଏହାର ଇତିହାସ ବହୁ ପୁରୁଣା । ଦୀର୍ଘ 70 ବର୍ଷ ପୂର୍ବେ ଏହି ବରାକୁ ପେରୁରୀ ଅପାୟାମ୍ମା ଦମ୍ପତ୍ତି 1940 ମସିହାରେ ଆରମ୍ଭ କରିଥିଲେ।

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ 'ବଟ ବରା'

ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଅପୟମ୍ମାଙ୍କର 105 ବର୍ଷ ବୟସରେ ନିଧନ ହୋଇଥିଲା। ହେଲେ ଏବେ ମଧ୍ୟ ତାଙ୍କ ପୁଅ ଓ ନାତି ଏହି ପରମ୍ପରାକୁ ଆଗକୁ ବଢାଇ ଚାଲିଛନ୍ତି। ଆଉ ଠିକ ଅପୟମ୍ମାଙ୍କ ପରି 'ବଟ ବରା' ପ୍ରସ୍ତୁତ କରୁଛନ୍ତି । ଯାହାକୁ ଖାଇବା ପାଇଁ ଲୋକଙ୍କ ସହ ବହୁ ନେତା ଓ ସିନେ ଅଭିନେତାଙ୍କ ଭିଡ ଲାଗୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.