ETV Bharat / bharat

ପୀଡିତଙ୍କୁ ଭେଟିବାକୁ କାଲି ସୋନଭଦ୍ର ଯିବେ ଯୋଗୀ

ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ହୋଇଥିବା ନରସଂହାରରେ ପୀଡିତ ପରିବାରକୁ ଭେଟିବାକୁ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌ ଫେରିବା ପୂର୍ବରୁ ସମ୍ବାଦିକ ସମ୍ମିଳନୀ କରିବେ ଯୋଗୀ ।

ଫାଇଲ ଫଟୋ
author img

By

Published : Jul 20, 2019, 9:43 PM IST

ଲକ୍ଷ୍ନୌ: ନରସଂହାରରେ ପୀଡୀତଙ୍କୁ ଭେଟିବାକୁ ସୋନଭଦ୍ର ଜିଲ୍ଲା ଗସ୍ତରେ ଯିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସ୍ଥାନୀୟ ଜିଲ୍ଲା ହାସ୍ପିଟାଲରେ ପହଞ୍ଚି ସର୍ବ ପ୍ରଥମେ ପୀଡୀତ ପରିବାରକୁ ଭେଟିବେ। ସେଠାରୁ ଲକ୍ଷ୍ନୌକୁ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

ଜମି ବିବାଦକୁ ନେଇ ସୋନଭଦ୍ରରେ 10 ଜଣଙ୍କୁ ହତ୍ୟା ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଉଷ୍ମ ହେବାକୁ ଲାଗିଛି । ଅନ୍ୟ ପକ୍ଷରେ ପୀଡିତଙ୍କୁ ଭେଟିବାକୁ ଯାଇଥିବା ପ୍ରୟଙ୍କା ଗାନ୍ଧୀଙ୍କୁ ପୋଲିସ ମିର୍ଜାପୁରରେ ଅଟକ ରଖିଥିଲା । 24 ଘଣ୍ଟା ଧାରଣାରେ ବସିବା ପରେ ପ୍ରିୟଙ୍କା ଶନିବାର ପୀଡୀତଙ୍କ ପରିବାର ସହ ସାକ୍ଷାତ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.