ETV Bharat / bharat

ବ୍ଲାକଲିଷ୍ଟରେ ଅଜହର ! - Masood Azhar

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଜୈଇଏମ ମୁଖିଆ ମସୁଦ ଅଜହରର ବଢିଲା ଅଡୁଆ । ବ୍ଲାକଲିଷ୍ଟରେ ଅଜହରର ନାମ ସାମିଲ କରିବା ପାଇଁ ପ୍ରସ୍ତାବ ଦେଲା ଆମେରିକା, ବ୍ରିଟେନ ଓ ଫ୍ରାନ୍ସ । ଭାରତ ସମେତ ଏହି ତିନି ରାଷ୍ଟ୍ର ୟୁଏନ ସୁରକ୍ଷା ପରିଷଦକୁ ଆତଙ୍କୀ ମାଫିଆ ଅଜହରକୁ ବ୍ୟାନ ପାଇଁ ପରାମର୍ଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 28, 2019, 2:55 PM IST

ସେପଟେ ଏହି ପଦକ୍ଷେପକୁ ଚୀନ ବିରୋଧ କରିବା ନେଇ ଅନୁମାନ କରାଯାଉଛି । ସୁରକ୍ଷା ପରିଷଦର ଇସଲାମିକ ଷ୍ଟେଟ ଓ ଅଲକାଇଦା ପ୍ରତିବନ୍ଧ ସମିତିକୁ ଗତ 2016-17ରେ ଜୈଇଏମ ନେତା ଅଜହର ଉପରେ ପ୍ରତିବନ୍ଧକ ଲଗାଇବାରେ ସ୍ଥଗିତାଦେଶ ଜାରି କରିଥିଲା ଚୀନ । କିନ୍ତୁ ନୂଆ ପ୍ରସ୍ତାବକୁ ନେଇ ଚୀନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସେହିପରି ଅଜହରର ବିଶ୍ବ ଯାତ୍ରାରେ ପ୍ରତିବନ୍ଧକ ଓ ସମ୍ପତ୍ତି ଜବତ ପାଇଁ 15 ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦକୁ ପ୍ରସ୍ତାବ ଦେଇଛି ଏହି ତିନି ରାଷ୍ଟ୍ର । ପୂର୍ବରୁ ମଧ୍ୟ ଅଜହର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ 2009ରେ ପ୍ରସ୍ତାବ ଦେଇଥିଲା ଭାରତ । ହେଲେ ଏହି ପ୍ରସ୍ତାବରେ ରୋକ ଲଗାଇ ଥିଲା ଚୀନ ।

Intro:Body:

ବ୍ଲାକଲିଷ୍ଟରେ ଅଜହର !

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଜୈଇଏମ ମୁଖିଆ ମସୁଦ ଅଜହରର ବଢିଲା ଅଡୁଆ । ବ୍ଲାକଲିଷ୍ଟରେ ଅଜହରର ନାମ ସାମିଲ କରିବା ପାଇଁ ପ୍ରସ୍ତାବ ଦେଲା ଆମେରିକା, ବ୍ରିଟେନ ଓ ଫ୍ରାନ୍ସ । ଭାରତ ସମେତ ଏହି ତିନି ରାଷ୍ଟ୍ର ୟୁଏନ ସୁରକ୍ଷା ପରିଷଦକୁ ଆତଙ୍କୀ ମାଫିଆ ଅଜହରକୁ ବ୍ୟାନ ପାଇଁ ପରାମର୍ଶ ଦେଇଛନ୍ତି । 

ସେପଟେ ଏହି ପଦକ୍ଷେପକୁ ଚୀନ ବିରୋଧ କରିବା ନେଇ ଅନୁମାନ କରାଯାଉଛି । ସୁରକ୍ଷା ପରିଷଦର ଇସଲାମିକ ଷ୍ଟେଟ ଓ ଅଲକାଇଦା ପ୍ରତିବନ୍ଧ ସମିତିକୁ ଗତ 2016-17ରେ ଜୈଇଏମ ନେତା ଅଜହର ଉପରେ ପ୍ରତିବନ୍ଧକ ଲଗାଇବାରେ ସ୍ଥଗିତାଦେଶ ଜାରି କରିଥିଲା ଚୀନ । କିନ୍ତୁ ନୂଆ ପ୍ରସ୍ତାବକୁ ନେଇ ଚୀନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।     

ସେହିପରି ଅଜହରର ବିଶ୍ବ ଯାତ୍ରାରେ ପ୍ରତିବନ୍ଧକ ଓ ସମ୍ପତ୍ତି ଜବତ ପାଇଁ 15 ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦକୁ ପ୍ରସ୍ତାବ ଦେଇଛି ଏହି ତିନି ରାଷ୍ଟ୍ର । ପୂର୍ବରୁ ମଧ୍ୟ ଅଜହର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ 2009ରେ ପ୍ରସ୍ତାବ ଦେଇଥିଲା ଭାରତ । ହେଲେ ଏହି ପ୍ରସ୍ତାବରେ ରୋକ ଲଗାଇ ଥିଲା ଚୀନ । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.