ETV Bharat / bharat

ମଡର୍ଣ୍ଣା ଟିକା ନେବା ପରେ ବୋଷ୍ଟନ ଡାକ୍ତରଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା

author img

By

Published : Dec 26, 2020, 1:33 PM IST

ମଡର୍ଣ୍ଣା ଟିକାକୁ ଝଟକା । ଗୁରୁବାର ଦିନ ‘ମଡର୍ଣ୍ଣା’ର କୋରୋନା ଭାଇରସ ଟିକା ନେବା ପରେ ‘ସେଲଫିସ୍‌ ଆଲର୍ଜି’ ଥିବା ବୋଷ୍ଟନ୍‌ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମସ୍’ ରିପୋର୍ଟ କରିଛି । ଅଧିକ ପଢନ୍ତୁ...

ମଡର୍ଣ୍ଣା ଟିକା ନେବା ପରେ ବୋଷ୍ଟନ ଡାକ୍ତରଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା
ମଡର୍ଣ୍ଣା ଟିକା ନେବା ପରେ ବୋଷ୍ଟନ ଡାକ୍ତରଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା

ବୋଷ୍ଟନ: ମଡର୍ଣ୍ଣା ଟିକାକୁ ଝଟକା । ବର୍ତ୍ତମାନ ମଡର୍ଣ୍ଣା ଟିକା ନେଇ ଗୁରୁତର ହୋଇଛନ୍ତି ବୋଷ୍ଟନ୍‌ ଡାକ୍ତର । ଗୁରୁବାର ଦିନ ‘ମଡର୍ଣ୍ଣା’ର କୋରୋନା ଭାଇରସ ଟିକା ନେବା ପରେ ‘ସେଲଫିସ୍‌ ଆଲର୍ଜି’ ଥିବା ବୋଷ୍ଟନ୍‌ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମସ୍’ ରିପୋର୍ଟ କରିଛି ।

ବୋଷ୍ଟନ୍‌ ମେଡିକାଲ ସେଣ୍ଟରର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁ ସେ ତୀବ୍ର ପାର୍ଶ୍ବପ୍ରତିକ୍ରିୟା ଅନୁଭବ କରିଥିଲେ । ତାଙ୍କ ମୁଣ୍ଡ ବୁଲାଇବା ସହ ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ତେବେ ସର୍ବପ୍ରଥମେ ମଡର୍ଣ୍ଣା ଟିକା ନେବା ପରେ ଏହା ହେଉଛି ସର୍ବସାଧାରଣରେ ପ୍ରଥମ ପାର୍ଶ୍ବପ୍ରତିକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.