ETV Bharat / bharat

ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ, କନିଷ୍କ କଟାରିଆ ଟପ୍ପର - all india rank

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷାଫଳ । ପରୀକ୍ଷାର୍ଥୀମାନେ https://upsc.gov.in/ ଲିଙ୍କରେ କ୍ଲିକ କରି ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 5, 2019, 10:48 PM IST

Updated : Apr 5, 2019, 10:56 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୧୮ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାଫଳ ଫଳ । ଏହି ପରୀକ୍ଷାରେ କନିଷ୍କ କଟାରିଆ ଟପ କରିଛନ୍ତି । ସେହିପରି ପଞ୍ଚମ ସ୍ଥାନ ଅଧିକାର କରିଥିବା ଶ୍ରୁତି ଜୟନ୍ତ ଦେଶମୁଖ ମହିଳାଙ୍କ ମଧ୍ୟରେ ଟପ କରିଛନ୍ତି ।

ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ଦାନ୍ତେୱାଡା ନିବାସୀ ନମ୍ରତା ଜୈନଙ୍କୁ ମିଳିଛି ଦ୍ବାଦଶ ସ୍ଥାନ । ପରୀକ୍ଷାର୍ଥୀମାନେ https://upsc.gov.in/ ଲିଙ୍କରେ କ୍ଲିକ କରି ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ଏଥର ଫାଇନାଲ ରେଜଲ୍ଟରେ ୭୫୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି । ସାଧାରଣ ବର୍ଗରେ ୩୬୧, ଓବିସିରେ ୨୦୯, ଏସସିରେ ୧୨୮ ଓ ଏସଟି ବର୍ଗରେ ୬୧ ଜଣ ପରୀକ୍ଷାର୍ଥୀ ସାମିଲ ଅଛନ୍ତି ।

Intro:Body:Conclusion:
Last Updated : Apr 5, 2019, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.