ETV Bharat / bharat

ୟୁପି କ୍ୟାବିନେଟ ମନ୍ତ୍ରୀ କୋରୋନା ଆକ୍ରାନ୍ତ

author img

By

Published : Aug 5, 2020, 12:03 PM IST

ୟୁପି କ୍ୟାବିନେଟ ମନ୍ତ୍ରୀ ବ୍ରଜେଶ ପାଠକ କୋରୋନା ଆକ୍ରାନ୍ତ । ଏନେଇ ବୁଧବାର ମନ୍ତ୍ରୀ ନିଜେ ସୂଚନା ଦେଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋରୋନା ପରୀକ୍ଷା କରିବାକୁ ସେ କହିଛନ୍ତି ।

_cabinet minister
ୟୁପି କ୍ୟାବିନେଟ ମନ୍ତ୍ରୀ କୋରୋନା ଆକ୍ରାନ୍ତ

ଲକ୍ଷ୍ନୌ: ୟୁପି କ୍ୟାବିନେଟ ମନ୍ତ୍ରୀ ବ୍ରଜେଶ ପାଠକ କୋରୋନା ଆକ୍ରାନ୍ତ । ଏନେଇ ବୁଧବାର ମନ୍ତ୍ରୀ ନିଜେ ସୂଚନା ଦେଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋରୋନା ପରୀକ୍ଷା କରିବାକୁ ସେ କହିଛନ୍ତି ।

ମନ୍ତ୍ରୀ ଟ୍ବିଟ ଯୋଗେ କହିଛନ୍ତି, ‘କୋରୋନାର ଲକ୍ଷଣ ପରେ ମୁଁ ଡାକ୍ତରଙ୍କ ପରାମର୍ଶରେ କ୍ରମେ କୋରୋନା ପରୀକ୍ଷା କରିଥିଲି। ପରୀକ୍ଷା ପରେ ରିପୋର୍ଟ ପଜେଟିଭ ଆସିଛି । ଗତ କିଛି ଦିନ ହେବ ଯେଉଁମାନେ ମୋ ସହ ଯୋଗାଯୋଗ କରିଥିଲେ ସେମାନେ ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହ ନିଜର ପରୀକ୍ଷା କରିବା ପାଇଁ ଅନୁରୋଧ’ ।

ତେବେ ସୋମବାର ୟୁପି କ୍ୟାବିନେଟ୍ ମନ୍ତ୍ରୀ କମଲା ରାଣୀ କୋରୋନାରେ ପ୍ରାଣ ହରାଇଥିଲେ ।ପ୍ରକାଶ ଥାଉକି, ଉତ୍ତରପ୍ରଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ପାର କରିଥିବା ବେଳେ 1,817 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.