ETV Bharat / bharat

ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ଉନ୍ନାଓ ପୀଡିତାଙ୍କ ଭଉଣୀ - ଉନ୍ନାଓ ପୀଡିତାଙ୍କ ଭଉଣୀଙ୍କ ଚେତାବନୀ

ନ୍ୟାୟ ମାଗିଲେ ଉନ୍ନାଓ ପୀଡିତାଙ୍କ ଭଉଣୀ। ସପ୍ତାହକ ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ନିଆଯାଉ କଡା କାର୍ଯ୍ୟାନୁଷ୍ଠାନ। ନଚେତ...

Unnao rape victim
ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ଉନ୍ନାଓ ପୀଡିତାଙ୍କ ଭଉଣୀ
author img

By

Published : Dec 8, 2019, 5:24 PM IST

Updated : Dec 8, 2019, 5:34 PM IST

ଲକ୍ଷ୍ନୌ: ଲିଭିଯାଇଛି ଉନ୍ନାଓ ପୀଡିତାଙ୍କ ଜୀବନ ଦୀପ। ପୈତୃକ ଗାଁରେ କରାଯାଇଛି ଅନ୍ତିମ ସଂସ୍କାର। ମୁଖ୍ୟମନ୍ତ୍ରୀ ନ ଆସିବା ଯାଏଁ ଅନ୍ତିମ ସଂସ୍କାର ନ କରିବାକୁ ଜିଦ କରିଥିବା ପୀଡିତାଙ୍କ ପରିବାର ଶେଷରେ ରୀତିନୀତି ଅନୁସାରେ ଶେଷକୃତ ସମ୍ପନ୍ନ କରିଛନ୍ତି। ସେପଟେ, ପୀଡିତାଙ୍କୁ ତୁରନ୍ତ ନ୍ୟାୟ ନ ମିଳିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡିତାଙ୍କ ଭଉଣୀ।

ଗୋଟିଏ ସପ୍ତାହ ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ପୀଡିତାଙ୍କ ଭଉଣୀ। ଏହି ଘଟଣା ପରେ ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ଭଉଣୀକୁ ଚାକିରି ଓ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ। ପୀଡିତାଙ୍କ ଭଉଣୀଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯିବ।

Intro:Body:

BLANK FOR LINK 

Conclusion:
Last Updated : Dec 8, 2019, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.