ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ପୀଡିତା ଓ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ୍ - victim and lower

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତା ଏବଂ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ୍ ହେବା ଫଳରେ ଉଭୟଙ୍କୁ ଲକ୍ଷ୍ନୌ  କେଜିଏମ୍ୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 31, 2019, 10:59 AM IST

ରାଏବରେଲି: ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡିତା ଏବଂ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ ରହିଛି । ଗତ ରବିବାର ଘଟିଥିବା ଦୁର୍ଘଟଣାରେ ପୀଡିତା ଦୁଇ ସମ୍ପର୍କୀୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଓକିଲଙ୍କୁ ଗୁରୁତର ଅବସ୍ଥାରେ କେଜିଏମୟୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ ରହିଥିବାରୁ ସେମାନଙ୍କୁ ଲକ୍ଷ୍ନୌ କେଜିଏମୟୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏପଟେ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ବହୁ ରାଜନେତା ଏବଂ ସମାଜିକ ସଙ୍ଗଠନ ଟ୍ରମା ସେଣ୍ଟରରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ, ଇଟିଭି ଭାରତ

ତାଙ୍କର ଚିକିତ୍ସାରେ ଯେପରି କୌଣସି ସମସ୍ୟ ନଉପୁଜୁଯିବା ନେଇ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବିରୋଧୀ, ପୀଡିତାଙ୍କୁ ନ୍ୟାୟ ଦେବା ନେଇ ଦାବି କରିଛନ୍ତି । ଗତ ରବିବାର ଉନ୍ନାଓଁ ପୀଡ଼ିତାଙ୍କୁ ଭେଟିବା ପାଇଁ ପରିବାରର ସମସ୍ତ ସଦସ୍ୟ ଓକିଲଙ୍କ କାରରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.