ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ଆଜି କୁଲଦୀପଙ୍କୁ ଦଣ୍ଡ ବିଧାନ - ଉନ୍ନାଓ ଦୁଷ୍କର୍ମ

ଉନ୍ନାଓ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଦଣ୍ଡବିଧାନ ନେଇ ତିସହଜାରୀ କୋର୍ଟରେ ମଙ୍ଗଳବାର ଶୁଣାଣି । କୁଲଦୀପଙ୍କୁ ଧାରା 120 ବି, 363, 376 ଓ ପୋକ୍ସୋ ଆକ୍ଟ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

tis hazari court
ଫାଇଲ ଫଟୋ
author img

By

Published : Dec 17, 2019, 9:26 AM IST

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ ହଜାରୀ କୋର୍ଟ ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମଙ୍ଗଳବାର କୁଳଦୀପଙ୍କୁ ଦଣ୍ଡବିଧାନ ନେଇ କୋର୍ଟରେ ଶୁଣାଣି ହେବ । ଏହି ମାମଲାରେ ତିସହଜାରୀ କୋର୍ଟ ଯାଞ୍ଚ ଏଜେନ୍ସି ସିବିଆଇକୁ ମଧ୍ୟ ଭତ୍ସନା କରିଛନ୍ତି । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ ଦାଖଲ କରିବାକୁ ସିବିଆଇ ଗୋଟେ ବର୍ଷ କଣ ପାଇଁ ଲଗାଇଲା ବୋଲି ପ୍ରଶ୍ନ କରିଛନ୍ତି ।

ତିସ ହଜାରୀ କୋର୍ଟ ବିଧାୟକ କୁଲଦୀପ ସେଙ୍ଗର ଧାରା 120 ବି, 363, 376 ଓ ପୋକ୍ସୋ ଆକ୍ଟ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣାରେ ମୋଟ 5ଟି ଏଫଆଇଆର ଦାଖଲ କରାଯାଇଥିବାବେଳେ କୋର୍ଟ ଗୋଟିଏର ରାୟ ଶୁଣାଇଛନ୍ତି । ବାକି ମାମଲାରେ ଏହି କୋର୍ଟରେ ଶୁଣାଣି ଚାଲୁ ରହିଛି । ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଶଶୀ ସିଂହ ଚାକିରୀ ଦେବା ନାଁରେ ପୀଡିତାଙ୍କୁ ବିଧାୟକ କୁଲଦୀପଙ୍କ ପାଖକୁ ନେଇଥିଲା । ଏହାପରେ କୁଲଦୀପ ପୀଡିତାକୁ ଦୁଷ୍କର୍ମ କରିଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.