ETV Bharat / bharat

ପୁଣି ୟୁପିରେ ଉନ୍ନାଓ ଦୁଷ୍କର୍ମ ଘଟଣାର ପୁନରାବୃତ୍ତି

author img

By

Published : Dec 15, 2019, 10:06 AM IST

ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ହ୍ୟୁସେନଗଞ୍ଜ ଥାନା ନିକଟସ୍ଥ ଏକ ଗ୍ରାମରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ପରେ ଯୁବକ ଜଣଙ୍କ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

rape
ଫାଇଲ ଫଟୋ

ଲକ୍ଷ୍ନୌ: ପୁଣି ଉତ୍ତର ପ୍ରଦେଶରେ ଉନ୍ନାଓ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୁନାରବୃତ୍ତି । ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ହ୍ୟୁସେନଗଞ୍ଜ ଥାନା ନିକଟସ୍ଥ ଏକ ଗ୍ରାମରେ ଏକ ମହିଳା ସହ ଦୁଷ୍କର୍ମ ପରେ ଯୁବକ ଜଣଙ୍କ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ଶନିବାର ମହିଳା ଜଣଙ୍କ ତାଙ୍କ ଘରେ ଏକୁଟିଆ ଥିବାବେଳେ ତାଙ୍କ ସମ୍ପର୍କୀୟ ଦାଦା(22) ଘରେ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ତାଙ୍କୁ ରୋକିବାରୁ ଏଥିରେ ରାଗିଯାଇ ସେ ମହିଳାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ।

ଏହାପରେ ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କ ପାଖରେ ପହଞ୍ଚି ନିଆଁ ଲିଭାଇ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ । ମେଡିକାଲ ପହଞ୍ଚିବେଳକୁ ମହିଳାଙ୍କ ଶରୀରର 90 ପ୍ରତିଶତ ଜଳିଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁଷ୍କର୍ମକାରୀକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଛନ୍ତି ।

Intro:Body:

fgffff

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.