ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗୋଟିଏ ଦିନରେ ସର୍ବାଧିକ 45,720 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 1,129 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12,38,635 କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 29,861ରେ ପହଞ୍ଚିଛି । ତେବେ 7,82,606 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,26,167 ଟି ସକ୍ରିୟ ମାମଲା ରହିଛି ।
ଦେଶରେ ବେକାବୁ କୋରୋନା: ଦିନକରେ ସର୍ବାଧିକ 45,720 ଆକ୍ରାନ୍ତ, 1,129 ମୃତ
10:08 July 23

06:14 July 23
ଗୋଟିଏ ଦିନକରେ 37,724 ଆକ୍ରାନ୍ତ ଚିହ୍ନଟ, 648 ମୃତ
ନୂଆଦିଲ୍ଲୀ:ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗୋଟିଏ ଦିନରେ 37,724 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 648 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,92,915 କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 28,732ରେ ପହଞ୍ଚିଛି । ତେବେ 7,53,050 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,11,133 ଟି ସକ୍ରିୟ ମାମଲା ରହିଛି ।