ETV Bharat / bharat

ହୁବଲିରେ ରେଳ ସଂଗ୍ରହାଳୟ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

author img

By

Published : Aug 9, 2020, 8:14 PM IST

ହୁବଲିରେ ଏକ ରେଳ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ । ଅଧିକ ପଢନ୍ତୁ...

ହୁବଲିରେ ରେଳ ସଂଗ୍ରହାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲିରେ ଏକ ରେଳ ସଂଗ୍ରହାଳୟକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ । ଏହି ରେଳ ସଂଗ୍ରହାଳୟ ଉତ୍ତର କର୍ଣ୍ଣାଟକରେ ପ୍ରଥମ ଏବଂ ଐତିହାସିକ ମହିଶୂର ରେଳ ସଂଗ୍ରହାଳୟ ପରେ ଦକ୍ଷିଣ ପଶ୍ଚିମ ରେଳବାଇରେ ଏହା ଦ୍ବିତୀୟ ।

ରେଳବାଇର ବିଭିନ୍ନ ଶାଖାର ଗୌରବମୟ ଐତିହ୍ୟର ସଂରକ୍ଷଣ ଏବଂ ଚିତ୍ରଣ ପାଇଁ ଏହି ସଂଗ୍ରହାଳୟ ନିର୍ମାଣର ମୂଳ ଲକ୍ଷ୍ୟ ରହିଛି । ତେବେ ଏହି ସଂଗ୍ରହାଳୟ ନିର୍ମାଣ ଯୋଗୁଁ ରେଳ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ଉନ୍ନତ ପ୍ରଣାଳୀର ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ପରିଲକ୍ଷିତ ହେଉଛି ।

ତେବେ ଏହି ଲୋକାର୍ପଣ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ରେଳବାଇ ବହୁତ ବଡ ପରିବର୍ତ୍ତନ ଦେଇ ଗତି କରୁଛି | ବାଷ୍ପ ଯୁଗରୁ ଆଧୁନିକ ବୁଲେଟ୍ ଟ୍ରେନ୍ ଯୁଗ ପର୍ଯ୍ୟନ୍ତ ରେଳବାଇର ବିବର୍ତ୍ତନର କାହାଣୀ ବାସ୍ତବରେ ଉଲ୍ଲେଖନୀୟ | ସଂଗ୍ରହାଳୟ ହେଉଛି ସେହି ଅସାଧାରଣ ପରିବର୍ତ୍ତନ ଏକ ଉଦାରଣ ବୋଲି ଗୋୟେଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.