ETV Bharat / bharat

ଏକ ନିଆରା ପ୍ରଚେଷ୍ଟା ଏବଂ ପଦକ୍ଷେପ, କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ପ୍ରସ୍ତୁତ କରୁଛନ୍ତି ମାସ୍କ୍ - corona news

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମ୍ରିଦୃଳା ଏଵଂ ଝିଅ ନୈମିଶା ନିଜ ଘରେ ମାସ୍କ୍ ପ୍ରସ୍ତୁତ କରୁଛନ୍ତି। ଅଧିକ ଖବର ପଢନ୍ତୁ...

Union minister
ଏକ ନିଆରା ପ୍ରଚେଷ୍ଟା ଏବଂ ପଦକ୍ଷେପ, କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ପ୍ରସ୍ତୁତ କରୁଛନ୍ତି ମାସ୍କ୍
author img

By

Published : Apr 8, 2020, 11:28 AM IST

ନୂଆଦିଲ୍ଲୀ: କୋଭିଡ୍-19 ମହାମାରୀ ସଂକ୍ରମଣର ବିକଳ୍ପ ମାସ୍କ୍ ବ୍ୟବହାର ହୋଇଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାସ୍କ୍ ବ୍ୟବହାର କରିବା ବାଧ୍ୟତାମୂଳକ କରିଛନ୍ତି। ଯଦି କୌଣସି ବ୍ୟକ୍ତି ବିନା ମାସ୍କ୍ ରେ ନଜରକୁ ଆସନ୍ତି ତେଵେ ଧାର୍ଯ୍ୟ ତଣ୍ଡ ଗଣିବାକୁ ବାଧ୍ୟ ହେଵେ ଵୋଲି ସରକାର ରୋକ୍-ଠୋକ୍ ଶୁଣାଇ ଦେଇଛନ୍ତି। କୋରୋନା ମହାମାରୀ ସହିତ ଲଢିଵାକୁ ସାମାଜିକ ଦୂରତା ରକ୍ଷା ଏଵଂ ମାସ୍କ୍ ବ୍ୟବହାର ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାର ଅଭାବ ସମଗ୍ର ଦେଶରେ ଅନୁଭୂତ ହେଉଛି।

Union minister
ଏକ ନିଆରା ପ୍ରଚେଷ୍ଟା ଏବଂ ପଦକ୍ଷେପ, କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ପ୍ରସ୍ତୁତ କରୁଛନ୍ତି ମାସ୍କ୍

ସାଧାରଣ ଭାବେ ମାସ୍କ୍ ପାଇଁ ଲୋକମାନେ ସରକାର ଏଵଂ ବିଭିନ୍ନ ମେଡିସିନ୍ ଷ୍ଟୋର୍ ଉପରେ ନିର୍ଭର କରୁଛନ୍ତି। ଅନେକ ସମୟରେ ସରକାର ଓ ମେଡିସିନ୍ ଷ୍ଟୋର୍ ମାସ୍କ୍ ଯୋଗାଇବାରେ ଵିଫଳ ହେଉଛନ୍ତି। ଦେଶରେ ମାସ୍କ୍ ଅଭାବ ପରିଲକ୍ଷିତ ହେଉଛି। ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପତ୍ନୀ ମ୍ରିଦୃଳା ଏଵଂ ଝିଅ ନୈମିଶା ନିଜ ଘରେ ମାସ୍କ୍ ପ୍ରସ୍ତୁତ କରୁଛନ୍ତି। ନିଜର ଆବଶ୍ୟକ ମେଣ୍ଟାଇବା ସହିତ ସଂପର୍କୀୟ ଏବଂ ଯେଉଁମାନଙ୍କ ମାସ୍କ୍ ନାହିଁ, ସେମାନଙ୍କ ଦେଉଛନ୍ତି ଵୋଲି ନିଜେ ମନ୍ତ୍ରୀ ଟ୍ୟୁଇଟ୍ କରି ଜଣାଇଛନ୍ତି।

ତେବେ ଦେଶରେ ମାସ୍କ୍ ଅଭାବ ଦେଖାଦେଉଥିବା ବେଳେ ଅନେକ ମହିଳା ଏଵଂ ଝିଅ ଲକ୍-ଡାଉନ୍ ପିରିୟଡ୍ ରେ ଘରେ ରହୁଛନ୍ତି। ପୁରୁଷମାନେ ମଧ୍ୟ 24ଘଣ୍ଟା ଘରେ ଵସି ରହୁଛନ୍ତି। ହାତରେ ସମୟ ଥିବା ବେଳେ ନିଜେ ଚାହିଁଲେ ମାସ୍କ୍ ପ୍ରସ୍ତୁତ କରି ନିଜେ ବ୍ୟବହାର କରିଵା ସହିତ ଅନ୍ୟଙ୍କୁ ସାହାର୍ଯ୍ୟ କରିପାରନ୍ତେ। କିନ୍ତୁ ମାନସିକତା ଓ ସଚେତନତା ଅଭାବରୁ ସେମାନେ ମାସ୍କ୍ ପାଇଁ ସରକାର ଓ ମେଡିସିନ୍ ଷ୍ଟୋର୍ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପତ୍ନୀ ଓ ଝିଅ ସମସ୍ତଙ୍କ ପାଇଁ ନିଶ୍ଚିତ ଏକ ଅନନ୍ୟ ଉଦାହରଣ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.