ETV Bharat / bharat

ସମସ୍ତ ଚିଫ ସେକ୍ରେଟାରିଙ୍କୁ କେନ୍ଦ୍ରଗୃହ ସଚିବଙ୍କ ଚିଠି - ସେକ୍ରେଟାରିଙ୍କୁ କେନ୍ଦ୍ରଗୃହ ସଚିବଙ୍କ ଚିଠି

ରାଜ୍ୟ ଗୁଡିକରେ ଥିବା ଘରୋଇ ସରକାରୀ ମେଡିକାଲ, କ୍ଲିନିକ ଖୋଲା ରଖିବାକୁ ନିର୍ଦ୍ଦେଶ । ଏହା ସହ ଦେଶର ସ୍ବାସ୍ଥ୍ୟ କର୍ମୀଙ୍କ ଯାତାୟାତାକୁ ସୁରକ୍ଷିତ, ସୁଗମ ଓ ସୁବିଧା ଜନକ କରିବାକୁ କେନ୍ଦ୍ରଗୃହ ସଚିବ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ସମସ୍ତ ଚିଫ ସେକ୍ରେଟାରିଙ୍କୁ କେନ୍ଦ୍ରଗୃହ ସଚିବଙ୍କ ଚିଠି

author img

By

Published : May 11, 2020, 1:21 PM IST

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରଗୃହ ସଚିବ ଅଜୟ ଭାଲାଙ୍କ ଚିଠି । ଦେଶରେ ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ଯାତାୟାତାକୁ ସୁରକ୍ଷିତ, ସୁଗମ ଓ ସୁବିଧା ଜନକ କରିବାକୁ ନିର୍ଦ୍ଦେଶ । ଏହାସହ ରାଜ୍ୟ ଗୁଡିକରେ ଥିବା ଘରୋଇ ସରକାରୀ ମେଡିକାଲ, କ୍ଲିନିକ ଖୋଲା ରଖିବାକୁ ପରାମର୍ଶ । ସେହିପରି ସ୍ବାସ୍ଥ୍ୟ ସେବାକୁ ସୁ-ନିଶ୍ଚିତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରଗୃହ ସଚିବ ।

ସମସ୍ତ ଚିଫ ସେକ୍ରେଟାରିଙ୍କୁ କେନ୍ଦ୍ରଗୃହ ସଚିବଙ୍କ ଚିଠି
ସମସ୍ତ ଚିଫ ସେକ୍ରେଟାରିଙ୍କୁ କେନ୍ଦ୍ରଗୃହ ସଚିବଙ୍କ ଚିଠି

ଅନ୍ୟପଟେ ପ୍ରବାସୀ ଶ୍ରମିକ ମାନେ ସଡକ,ରେଳଟ୍ରାକରେ ଚାଲିଚାଲି ଯିବାକୁ ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରଗୃହ ସଚିବ । କୌଣସି ପ୍ରବାସୀ ଶ୍ରମିକ ବା ଅନ୍ୟ କେହି ଯେମିତି ରେଳ ଲାଇନରେ ନଯାଆନ୍ତି ତାହା ସୁ-ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯଦି କେଉଁଠି ମଧ୍ୟ କେହି ପ୍ରବାସୀ ଚାଲି ଚାଲି ଯାଉଛନ୍ତି , ସେହିକ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଆଶ୍ରୟ ଦେବାସହ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରଗୃହ ସଚିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.