ETV Bharat / bharat

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହେଲଥ୍ ଟିପ୍ସ, କମ ଖାଅ ଫାଇଦାରେ ରୁହ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଶବର୍ଦ୍ଧନ

ବୁଧବାର ପାଳନ ହୋଇଯାଇଛି ବିଶ୍ବ ଖାଦ୍ୟ ଦିବସ । ଏହି ପରିପେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଦେଶବାସୀଙ୍କ ହେଲ୍‌ଥ ଟିପ୍ସ ଦେଇଛନ୍ତି ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Oct 17, 2019, 4:05 AM IST

ନୂଆଦିଲ୍ଲୀ: ବୁଧବାର ବିଶ୍ବ ଖାଦ୍ୟ ଦିବସ ଦେଶ ପାଳୁଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଦେଶବାସୀଙ୍କ ହେଲ୍‌ଥ ଟିପ୍ସ ଦେଇଛନ୍ତି । ସେ କହିଛନ୍ତି, ଦେଶକୁ ହିଟ କରିବାକୁ ହେଲେ ପ୍ରଥମେ ନିଜେ ଫିଟ୍ ରହିବା ଦରକାର । ତେବେ ଏଥିପାଇଁ କମ୍ ଖାଦ୍ୟ ତଥା ଆବଶ୍ୟକତା ଅନୁଯାୟୀ ଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କାରଣ ରୋଗାଗ୍ରସ୍ତ ହେବାର ମୁଖ୍ୟ କାରଣ ହେଉଛି ମୋଟାପଣ । ମୋଟା ହେବା ଆଗରୁ କମ୍ ଖାଦ୍ୟ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି ।

ବିଶ୍ବ ଖାଦ୍ୟ ଦିବସର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମଣିଷ ତା'ର ଆବଶ୍ୟକତା ଅନୁସାରେ ଖାଦ୍ୟ ଗ୍ରହଣ କରିବା ଦରକାର । କିଛି ଖାଦ୍ୟ କମ ଖାଇବା ଦରକାର ଯାହା ସ୍ବାସ୍ଥ୍ୟ ପାଇଁ ହିତକାରକ ରହିବ ବୋଲି ସେ କହିଛନ୍ତି । ଉଦାହରଣ ସୂରୁପ- ଚିନି, ଲୁଣ ଓ ତୈଳ ଜାତୀୟ ଖାଦ୍ୟ । ଏହି ଖାଦ୍ୟ କମ ଖାଇବା ଦ୍ବାରା ହୃଦଘାତ ଭଳି ରୋଗରୁ ମୁକ୍ତି ମିଳିପାରିବ ।

ଏକ କାର୍ଯ୍ୟକ୍ରମରେ ଏଫଏସଏସଏଆଇର ଶୀର୍ଷ ଅଧିକାରୀ ଯୋଗ ଦେଇ କହିଛନ୍ତି ଯେ, ଖାଦ୍ୟର ପରିଭାଷା ବଦଳିବା ଦରକାର । ଗୋଟେପଟେ ଭୋକିଲା ଲୋକଙ୍କ ପେଟ ପୁରାଇବାରେ ଅଛି ଅନ୍ୟପଟେ ସେହିଠାରେ ଖରାପ ଖାଦ୍ୟ ଖାଇ କୁପୋଷଣର ଶୀକାର ହୋଇଥିବା ଲୋକଙ୍କୁ ସୁସ୍ଥ କରିବାରେ ବି ଅଛି । ସେଥିପାଇଁ ଶରୀର ପାଇଁ ଯାହା ହିତକର ସେହି ଖାଦ୍ୟ ଖାଇବା ଉଚିତ ବୋଲି ବିଶ୍ବ ଖାଦ୍ୟ ଦିବସ ଅବସରରେ ମତ ପ୍ରକାଶ ପାଇଛି ।

Intro:Body:

ନୂଆଦିଲ୍ଲୀ: ଆଜି ବିଶ୍ବ ଖାଦ୍ୟ ଦିବସ ଦେଶ ପାଳୁଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦେଶବାସୀଙ୍କ ହେଲଥ ଟିପ୍ସ ଦେଇଛନ୍ତି । ସେ କହିଛନ୍ତି ଦେଶକୁ ହିଟ କରିବାକୁ ହେଲେ ପ୍ରଥମେ ନିଜେ ଫିଟ ରହିବା ଦରକାର । ତେବେ ଏଥିପାଇଁ କମ ଖାଦ୍ୟ ତଥା ଆବଶ୍ୟକତା ଅନୁଯାୟୀ ଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କାରଣ ରୋଗାଗ୍ରସ୍ତ ହେବାର ମୁଖ୍ୟ କାରଣ ହେଉଛି ମୋଟାପଣ । ମୋଟା ହେବା ଆଗରୁ କମ ଖାଦ୍ୟ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.