ETV Bharat / bharat

ଦଳୀୟ ପଦଯାତ୍ରା ବେଳେ ଜଳମଗ୍ନ ରାସ୍ତାରେ ଚାଲିଲେ ଅର୍ଥମନ୍ତ୍ରୀ, ଦେଖନ୍ତୁ ଭିଡିଓ - ଲୌହମାନବଙ୍କ ଜୟନ୍ତୀ

ଦଳୀୟ ପଦଯାତ୍ରା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ସହ ଏକ ଜଳମଗ୍ନ ରାସ୍ତାରେ ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 31, 2019, 2:39 PM IST

ଚେନ୍ନାଇ: ମହାତ୍ମାାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ଅବସରରେ ବିଜେପି ସର୍ବଭାରତୀୟ ସ୍ତରରେ ଆରମ୍ଭ କରିଥିଲା ପଦଯାତ୍ରା । ଏହି ଅବସରରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପି ନେତ୍ରୀ ନିର୍ମଳା ସୀତାରମଣ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ସହ ଏକ ଜଳମଗ୍ନ ରାସ୍ତାରେ ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଚେନ୍ନାଇର ସେନୟେ ନଗରର ବୋଲି ଜଣାପଡିଛି । ତେବେ ବିଜେପି ପକ୍ଷରୁ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ନିଜ କର୍ମୀ ଓ ନେତାଙ୍କ ସହ ମିଶି ସେହି ଜଳମଗ୍ନ ରାସ୍ତା ଦେଇ ଗତି କରିଥିଲେ ।

ସୂଚନାନୁସାରେ, ଗତ କିଛି ଦିନ ଧରି ତାମିଲନାଡୁର ଅନେକ ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଛି । ଯଦ୍ବାରା ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇପଡିଛି । ନଭେମ୍ବର 1 ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.