ETV Bharat / bharat

ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ଯୋଗ୍ୟତା ପରୀକ୍ଷା - National Recruitment Agency

କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପ୍ରକାଶ ପାଉଥିବା ଅଣ ଗେଜେଟେଡ ପଦବୀ ପାଇଁ ଏକକ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା (CET) ପରିଚାଳନା କରିବାକୁ କ୍ୟାବିନେଟ୍ ଜାତୀୟ ନିଯୁକ୍ତି ସଂସ୍ଥା (NRC) କୁ ଅଧିକାର ପ୍ରଦାନ କରିଛି । ଏହି ନିଷ୍ପତ୍ତି ଦେଶର ବେକାରୀ ଯୁବକଙ୍କୁ ଲାଭ ପହଞ୍ଚାଇବ ବୋଲି ଜାଭଡେକର କହିଛନ୍ତି ।

ଚାକିରୀ ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବ ଶୀଘ୍ର ଦେଶରେ ହେବ ସାଧାରଣ ଯୋଗ୍ୟତା  ପରୀକ୍ଷା

author img

By

Published : Aug 19, 2020, 5:03 PM IST

Updated : Aug 19, 2020, 7:22 PM IST

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବୁଧବାର କେନ୍ଦ୍ରୀୟ କ୍ୟାବିନେଟ ଏକ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛି । କେନ୍ଦ୍ର ସରକାର ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପ୍ରକାଶ ପାଉଥିବା ଅଣ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ତଥା ଏକକ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା (CET) ପରିଚାଳନା କରିବାକୁ କ୍ୟାବିନେଟ୍ ଜାତୀୟ ନିଯୁକ୍ତି ସଂସ୍ଥା (ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସି) କୁ ଅଧିକାର ପ୍ରଦାନ କରିଛି । ଏହି ନିଷ୍ପତ୍ତି ଦେଶର ବେକାରୀ ଯୁବକଙ୍କୁ ଲାଭ ପହଞ୍ଚାଇବ ବୋଲି ଜାଭଡେକର କହିଛନ୍ତି ।

ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ଯୋଗ୍ୟତା ପରୀକ୍ଷା

ଜାଭଡେକର ଏହାର ଘୋଷଣା କରି କହିଛନ୍ତି, ଚାକିରୀ ପାଇଁ ବର୍ତ୍ତମାନ ଯୁବକଙ୍କୁ ଅନେକ ପରୀକ୍ଷା ଦେବାକୁ ପଡୁଛି । ଏସବୁକୁ ଶେଷ କରିବା ପାଇଁ ଜାତୀୟ ନିଯୁକ୍ତି ସଂସ୍ଥା ବର୍ତ୍ତମାନ ଏକ ସାଧାରଣ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ । ଯାହା ଯୁବପିଢୀଙ୍କୁ ଉପକୃତ କରିବ ।

ସୂଚନାଯୋଗ୍ୟ ଯେ, 2020-21 ଆର୍ଥିକ ବର୍ଷରେ ସରକାରୀ ଚାକିରି ପାଇଁ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରସ୍ତାବ ନେଇ ଘୋଷଣା କରିଥିଲେ । ଏହା ଏକ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା ହେବ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ସାଧାରଣ ଯୋଗ୍ୟତା ପରୀକ୍ଷା

ପ୍ରକାଶ ଜାଭଡେକର କହିଛନ୍ତି, ଦେଶରେ ପ୍ରାୟ 20 ଟି ନିଯୁକ୍ତି ଏଜେନ୍ସି ଅଛି । ଏସବୁ ଶେଷ କରିବାକୁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ନିଯୁକ୍ତି ଏଜେନ୍ସି ବର୍ତ୍ତମାନ ସାଧାରଣ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା ନେବ । ଏହା ଲକ୍ଷ ଲକ୍ଷ ଯୁବକଙ୍କୁ ଉପକୃତ କରିବ, ଯେଉଁମାନେ ଚାକିରି ପାଇଁ ଆବେଦନ କରନ୍ତି ବୋଲି ସେ କହିଛନ୍ତି ।

ଏଭଳି କରିବାକୁ ଦୀର୍ଘ ବର୍ଷରୁ ଦାବି ହେଉଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ଥିର ହୋଇନଥିଲା । ଏହି ଗୋଟିଏ ନିଷ୍ପତ୍ତି ଯୁବକମାନଙ୍କର ଦୁଃଖ ଦୂର କରିବ ଏବଂ ସେମାନଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ । ସେମାନଙ୍କୁ ବର୍ତ୍ତମାନ ଗୋଟିଏ ପରିକ୍ଷାରେ ଆଗକୁ ବଢିବାକୁ ସୁଯୋଗ ମିଳିବ ବୋଲି ଜାଭଡେକର କହିଛନ୍ତି ।

ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ଯୋଗ୍ୟତା ପରୀକ୍ଷାଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର, ଖୁବଶୀଘ୍ର ଦେଶରେ ହେବ ଏକକ ସାଧାରଣ ଯୋଗ୍ୟତା ପରୀକ୍ଷା

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଏକକ ଯୋଗ୍ୟତା କମ୍‌ ପ୍ରବେଶିକା ପରୀକ୍ଷା (CET) ର ଯୋଗ୍ୟତା ତାଲିକା 3 ବର୍ଷ ପାଇଁ ବୈଧ ହେବ। ଏହି ସମୟ ମଧ୍ୟରେ, ପ୍ରାର୍ଥୀ ନିଜର ଯୋଗ୍ୟତା ଏବଂ ପସନ୍ଦ ଆଧାରରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବେ । ସ୍ବାଧୀନ ଭାରତ ଇତିହାସରେ ଏହା ଅନ୍ୟତମ ଐତିହାସିକ ନିଷ୍ପତ୍ତି ବୋଲି ସେ କହିଛନ୍ତି ।

ତେବେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏକକ ଯୋଗ୍ୟତା ପରୀକ୍ଷା ଏକାଧିକ ପରୀକ୍ଷା ସମସ୍ୟାକୁ ଦୂର କରିବ ଏବଂ ମୂଲ୍ୟବାନ ସମୟ ତଥା ଉତ୍ସ ମଧ୍ୟ ସଞ୍ଚୟ କରିବ । ଏହା ସ୍ବଚ୍ଛତା ପାଇଁ ମଧ୍ୟ ଏକ ବଡ଼ ଉତ୍ସାହ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସେପଟେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ କରି କହିଛନ୍ତି, ଏହି ନିଷ୍ପତ୍ତି ଚାକିରି ଆଶାୟୀଙ୍କୁ ଏକ ସୁଯୋଗ ପ୍ରଦାନ କରିବ। ବିଶେଷକରି ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଥିବା ଆଶାୟୀଙ୍କୁ । ଏହା ଦ୍ବାରା ଆବେଦନକାରୀଙ୍କ ମୂଲ୍ୟ ଏବଂ ସମୟ ହ୍ରାସ ହେବ ଏବଂ ପ୍ରତିବର୍ଷ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା 2.5 କୋଟିରୁ ଅଧିକ ଆଶାୟୀଙ୍କ ପାଇଁ ନିଯୁକ୍ତିରେ ସହଜ ହେବ ।

Last Updated : Aug 19, 2020, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.