ETV Bharat / bharat

ଆମେରିକା ସ୍ପେନ ପରେ ଇଟାଲୀରେ ରେକର୍ଡ ଭାଙ୍ଗିଲା କୋରୋନା ମତ୍ୟୁସଂଖ୍ୟା - କୋରୋନା

ଗତ ଶନିବାର ବ୍ରିଟେନରେ ଡାକ୍ତରଖାନା ଗୁଡ଼ିକରେ କୋରୋନା ମୃତ୍ୟୁ ସଂଖ୍ୟା 20000 ଟପିଛି । ଚଳିତ ସପ୍ତାହରେ ରେକର୍ଡ ହୋଇଥିବା ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା ତୁଳନାରେ ଶନିବାର 813 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

_corona
ଆମେରିକା ସ୍ପେନ ପରେ ଇଟାଲୀରେ ରେକର୍ଡ ଭାଙ୍ଗିଲା କୋରୋନା ମତ୍ୟୁସଂଖ୍ୟା
author img

By

Published : Apr 26, 2020, 8:29 AM IST

ଇଂଲଣ୍ଡ: ସାରା ବିଶ୍ବରେ କୋକୁଆ ଭୟ ଖେଳାଇଛି କୋରୋନା ଭାଇରସ । ଏହି ମାରାତ୍ମକ ଭାଇରସ କାରଣରୁ ଗତ ଶନିବାର ବ୍ରିଟେନରେ ଡାକ୍ତରଖାନା ଗୁଡ଼ିକରେ କୋରୋନା ମୃତ୍ୟୁ ସଂଖ୍ୟା 20000 ଟପିଛି । ଚଳିତ ସପ୍ତାହରେ ରେକର୍ଡ ହୋଇଥିବା ସର୍ବାଧିକ ଦୈନିକ ମୃତ୍ୟୁ ସଂଖ୍ୟା ତୁଳନାରେ ଶନିବାର 813 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଇଂଲଣ୍ଡର ମେଡିକାଲ୍ ନିର୍ଦ୍ଦେଶକ ଷ୍ଟିଫେନ୍ ପାୱିସ୍ କହିଥିଲେ ଯେ 20,000 ରୁ କମ୍ ମୃତ୍ୟୁ ସଂଖ୍ୟା ଏକ ଭଲ ଫଳାଫଳ ହେବ । କିନ୍ତୁ କୋରୋନା ଭାଇରସ କାରଣରୁ ବ୍ରିଟେନରେ 51 ଦିନ ମଧ୍ୟରେ ମୃତ୍ୟୁର ସଂଖ୍ୟା ଏହି ରେକର୍ଡ ଅତିକ୍ରମ କରିସାରିଛି । ପ୍ରକାଶ ଥାଉକି, ଫ୍ରାନ୍ସ, ସ୍ପେନ୍, ଇଟାଲୀ ଏବଂ ଆମେରିକା ପରେ ବର୍ତ୍ତମାନ ବ୍ରିଟେନର କୋରୋନା ମୃତ୍ୟୁସଂଖ୍ୟା 20 ହଜାର ପାର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.