ETV Bharat / bharat

ନଦୀରେ ମାଛ ଧରୁଥିଲେ ଯୁବକ, ପାଇଲେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି

ନଦୀର ମାଛ ଧରୁଥିବା ସମୟରେ ପାଣିରୁ ମିଳିଲା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାରେ ।

ନଦୀରେ ମାଛ ଧରୁଥିଲେ ଯୁବକ, ମିଳିଲା ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି

author img

By

Published : Sep 2, 2020, 10:38 AM IST

ବେଙ୍ଗାଲୁରୁ: ନଦୀର ମାଛ ଧରୁଥିବା ସମୟରେ ପାଣିରୁ ମିଳିଲା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାରେ ।

ନଦୀରେ ମାଛ ଧରୁଥିଲେ ଯୁବକ, ମିଳିଲା ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି

ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ରିତେଶ ନାମକ ଜଣେ ଯୁବକ ଉଡ୍ଡୁପିର ସ୍ବର୍ଣ୍ଣ ନଦୀରେ ମାଛ ଧରିବାକୁ ଯାଇଥିଲେ । ହଠାତ୍‌ ପାଣିରେ କିଛି ଚିକ୍‌ ମିକ୍‌ କରୁଥିବା ଦେଖିବାକୁ ପାଇଥିଲେ । କିଛି ନ ଭାବି ସେ ସେହି ଚିକ୍‌ ମିକ୍‌ ଜିନିଷଟି ଆଣିବାକୁ ପାଣିକୁ ଡେଇଁ ପଡିଥିଲେ । ଆଉ ତାପରେ ସେଠାରୁ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପାଇଥିଲେ ।

ସ୍ଥାନୀୟଲୋକେ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ମୂର୍ତ୍ତିଟିର ଓଜନ 8 ଗ୍ରାମ ବୋଲି ଜଣାପଡିଛି । ଜଣେ ଐତିହାସିକଙ୍କ କହିବାନୁଯାୟୀ, ଏହି ପ୍ରତିମା ପୁରାତନ ନୁହେଁ। ଏହାକୁ ନିକଟରେ ହିଁ ତିଆରି କରାଯାଇଛି । କେହି ବ୍ୟକ୍ତି ଦୋକାନରୁ ଚୋରି କରି ଘରେ ରଖିଥିଲେ । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଏହା ଘର ପାଇଁ ଭଲ ନୁହେଁ , ସେତବେଳେ ହୁଏତ ଏହାକୁ ଫୋପାଡି ଦେଇଛନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.