ETV Bharat / bharat

ଗାଜିଆବାଦରେ ଗଡୁଛି ଗୋଟିଏ ନମ୍ବରରେ ଦୁଇଟି ଗାଡି - ଗାଜିଆବାଦ

ଗାଜିଆବାଦ ସହରରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖବର । ଗୋଟିଏ ନମ୍ବର ପ୍ଲେଟର ଦୁଇ ଦୁଇଟି ବିଳାସମୟ ଗାଡି ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ଗାଜିଆବାଦରେ ଗଡୁଛି ଗୋଟିଏ ନମ୍ବରରେ ଦୁଇଟି ଗାଡି
ଗାଜିଆବାଦରେ ଗଡୁଛି ଗୋଟିଏ ନମ୍ବରରେ ଦୁଇଟି ଗାଡି
author img

By

Published : Feb 2, 2020, 2:54 AM IST

ଗାଜିଆବାଦ: ଏହି ସହରରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖବର । ଗୋଟିଏ ନମ୍ବର ପ୍ଲେଟର ଦୁଇ ଦୁଇଟି ବିଳାସମୟ ଗାଡି ଦେଖିବାକୁ ମିଳିଛି । ଏମିତିକି ରଙ୍ଗ ମଧ୍ୟ ଗୋଟିଏ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଜୋରଦାର ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଗାଜିଆବାଦ ଟ୍ରାଫିକ ପୋଲିସ ଭଭୟ ଗାଡିକୁ ଚେକିଂ ସମୟରେ ଧରିଥିଲା । ତେବେ ଟ୍ରାଫିକ ପୋଲିସ ସେତେବେଳେ ହତବାକ ହୋଇଥିଲେ ଯେତେବେଳେ ଗାଡିର କଲର ସହ ମଡେଲ ଓ ନମ୍ବର ପ୍ଲେଟ ଦେଖିଥିଲେ ।

କଲର ଓ ମଡେଲ ସମାନ ରହିଥିଲେ କୌଣସି ଅସୁବିଧା ଉପୁଜିନଥାନ୍ତା ମାତ୍ର ନମ୍ବର ପ୍ଲେଟ ଦେଖି ଅକଲଗୁଡୁମ ହୋଇଯାଇଥିଲା ଟ୍ରାଫିକ ପୋଲିସଙ୍କ ମୁଣ୍ଡ । ଗୋଟିଏ ନମ୍ବରରେ କେମିତି ଦୁଇଟି ଗାଡି ରହିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ଏହି ମାମଲା ଏବେ ଥାନାରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:गाजियाबाद। रोड पर एक ही नंबर और लगभग एक ही रंग की दो लग्जरी गाड़ियों को रोड पर दौड़ाने का मकसद क्या था? इस सवाल के जवाब में गाजियाबाद पुलिस लगी हुई है। मेरठ रोड पर यह दोनों गाड़ियां पकड़ी गई। दोनों गाड़ियों पर लगी नंबर प्लेट हैरान कर देने वाली थी

Body:दोनों गाड़ी है ब्रिजा

पुलिस को सूचना मिली थी कि एक जैसी मिलती-जुलती ब्रिजा गाड़ी मेरठ रोड पर है। इसके बाद ट्रैफिक पुलिस ने गाड़ियों को रोका। दोनों गाड़ियों की नंबर प्लेट पर एक जैसा नंबर था। दोनों का रंग भी लगभग मिल रहा था। इसके बाद दोनों गाड़ियों को पकड़ लिया गया। मामले का एसएसपी ने खुद संज्ञान लिया। और मुकदमा दर्ज करने के आदेश दिए हैं।

बदमाश या वीआईपी इस्तेमाल करते एक सी गाड़ियां

ज्यादातर वीआईपी के साथ एक जैसी गाड़ियों का मिलता-जुलता काफिला चलता है। लेकिन इसकी देखा देखी बदमाश भी ऐसा फार्मूला अपनाते हैं। और वह एक जैसी कई गाड़ियों का इस्तेमाल करते हैं। लेकिन नंबर प्लेट सभी गाड़ियों पर अलग-अलग होती है। ऐसे में देश की सुरक्षा से जुड़ा हुआ यह पूरा मामला भी हो सकता है। जिस पर जांच चल रही है।

Conclusion:दोनों गाड़ियों के ड्राइवर से होगी पूछताछ

दोनों गाड़ियों के ड्राइवर से भी पूछताछ की जाएगी। एसएसपी कलानिधि नैथानी ने दोनों गाड़ियों की डिटेल्स निकालने के भी आदेश दिए हैं। फिलहाल की जानकारी के मुताबिक एक गाड़ी चोरी की पाई गई है। जिसको कनेक्ट कर लिया गया है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.