ETV Bharat / bharat

ତେଲେଙ୍ଗାନାରେ 872 କୋରୋନା ସଂକ୍ରମିତ, 23 ମୃତ - ତେଲେଙ୍ଗାନା କୋରୋନା

ସୋମବାର ତେଲେଙ୍ଗାନାରେ କୋଭିଡ -19 ରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 23 ଛୁଇଁଛି । ସୋମବାର ଚଉଦ ଜଣ ଲୋକ କୋରୋନା ପଜିଟିଭ ରିପୋର୍ଟ ଆସିଛି । ଏହାକୁ ମିଶାଇ ଯେଉଁଥିରେ ସମୁଦାୟ ପଜିଟିଭ ରିପୋର୍ଟ 872ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

Telangana
Telangana
author img

By

Published : Apr 21, 2020, 12:21 AM IST

ହାଇଦ୍ରାବାଦ: ସାରା ଦେଶରେ ବଢି ଚାଲିଛି କୋରୋନା ସଂକ୍ରମଣ ରିପୋର୍ଟ । ସୋମବାର ତେଲେଙ୍ଗାନାରେ କୋଭିଡ -19 ରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 23 ଛୁଇଁଛି ।

ସୂଚନା ଅନୁସାରେ ରାଜ୍ୟରେ ଦୁଇ ଦିନ ମଧ୍ୟରେ ରାଜ୍ୟରେ 5ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ରାଜ୍ୟରେ କୋରୋନା ପଜେଟିଭ ରିପୋର୍ଟରେ ସାମାନ୍ୟ ହ୍ରାସ ହୋଇଛି । ସୋମବାର ଚଉଦ ଜଣ ଲୋକ କୋରୋନା ପଜିଟିଭ ରିପୋର୍ଟ ଆସିଛି । ଏହାକୁ ମିଶାଇ ସମୁଦାୟ ପଜିଟିଭ ରିପୋର୍ଟ 872ରେ ପହଞ୍ଚିଛି ।

ସୋମବାର କୌଣସି ରୋଗୀଙ୍କୁ ଡିସଚାର୍ଜ କରାଯାଇ ନାହିଁ । ଏପର୍ଯ୍ୟନ୍ତ 186 ଜଣ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ସକ୍ରିୟ ମାମଲା 663 ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ରବିବାର ତେଲେଙ୍ଗାନା ସରକାର ଲକଡାଉନକୁ ମେ 7 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.