ETV Bharat / bharat

ଭାରତରେ କୋରୋନା, ଦୁଇ ଆକ୍ରାନ୍ତ ଚିହ୍ନଟ

author img

By

Published : Mar 2, 2020, 3:13 PM IST

ଚାଇନାରେ ଆତଙ୍କ ରଚାଇଥିବା କୋରୋନାକୁ ନେଇ ସମଗ୍ର ବିଶ୍ବ ଆତଙ୍କିତ । ଏହି ମାରାତ୍ମକ ଭାଇରସର ମୃତ୍ୟୁ ଜ୍ବାଳାରେ ଛଟପଟ ନୀରିହ ମଣିଷ । ସେପଟେ ଭାରତରେ ଦୁଇ ଜଣଙ୍କ ନିକଟରେ ନମୁନା ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ସୂଚନା । ଅଧିକ ପଢନ୍ତୁ...

government-of-india-
government-of-india-

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ବା COVID19 ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।

government-of-india-two-more-cases-of-number-covid19
ଭାରତରେ କୋରୋନା, ଦୁଇ ରୋଗୀଙ୍କ ପାଖେ ନମୁନା

ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣେ ହାଇଦ୍ରାବଦରେ ଚିହ୍ନଟ ହୋଇଛନ୍ତି । ଉଭୟ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଛି । ସେପଟେ ଉଭୟ ରୋଗୀଙ୍କୁ ତୀକ୍ଷ୍ଣ ନଜରରେ ରଖିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ଭାରତରେ ଏହି ମାରାତ୍ମକ ଭାଇରସ ଚିହ୍ନଟ ହୋଇଛି । ତେଲେଙ୍ଗାନାର ହାଇଦ୍ରାବାଦ ବିମାନ ବନ୍ଦରରେ ଚିହ୍ନଟ ହୋଇଥିବା ଯାତ୍ରୀ ଜଣଙ୍କ ଦୁବାଇରୁ ଯାତ୍ରା କରିଛନ୍ତି । ସେହିପରି ଦିଲ୍ଲୀରେ ଚିହ୍ନଟ ହୋଇଥିବା ଯାତ୍ରୀ ଇଟାଲୀରୁ ଉଡ଼ାଣ ଭରିଥିବା ନେଇ ମିଳିଛି ସୂଚନା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.