ETV Bharat / bharat

ଅଭ୍ୟାସ ବେଳେ ଅଘଟଣ: ଭାରତୀୟ ସେନାର ଦୁଇ ଯବାନ ଶହୀଦ, 5 ଆହତ - ଅଭ୍ୟାସ ବେଳେ ସେନାର ଅଘଟଣ

ଭାରତୀୟ ସେନାର ଅଭ୍ୟାସ ବେଳେ ଏକ ଅଘଟଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ପୁନେ କଲେଜ ଅଫ ମିଲିଟ୍ରି ଇଞ୍ଜିନିୟରିଂରେ ଅଭ୍ୟାସ ସମୟରେ 2 ଯବାନ ଶହୀଦ ହୋଇଥିବା ବେଳେ 5 ଯବାନ ଆହତ ହୋଇଛନ୍ତି ।

indian Army soldiers have lost their lives
ଡିଜାଇନ ଫଟୋ
author img

By

Published : Dec 26, 2019, 4:51 PM IST

ପୁନେ: ଭାରତୀୟ ସେନାର ଅଭ୍ୟାସ ବେଳେ ଏକ ଅଘଟଣରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି । ପୁନେ କଲେଜ ଅଫ ମିଲିଟ୍ରି ଇଞ୍ଜିନିୟରିଂରେ ଅଭ୍ୟାସ ବେଳେ 2 ଯବାନ ଶହୀଦ ହୋଇଥିବା ବେଳେ 5 ଯବାନ ଆହତ ହୋଇଛନ୍ତି ।

indian Army soldiers have lost their lives
ଫଟୋ ସୌଜନ୍ୟ: ଏଏନଆଇ

ପୁନେ କଲେଜ ଅଫ ମିଲିଟ୍ରି ଇଞ୍ଜିନିୟରିଂରେ ବ୍ରିଜିଙ୍ଗ ଅଭ୍ୟାସ ସମୟରେ ଶହୀଦ ହୋଇଛନ୍ତି ଦୁଇ ଯବାନ । ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

ମିଲିଟ୍ରି ଇଞ୍ଜିନିୟରିଂ କଲେଜ ସେନାର ଏକ ପ୍ରିମିୟର ଇନଣ୍ଟିଚ୍ୟୁଟ ଅଟେ ଯେଉଁଠାରେ ସେନାର ଇଞ୍ଜିନିୟରିଂ କୋରର ଅଧିକାରୀ ଓ ଯବାନଙ୍କୁ ବିଭିନ୍ନ ପ୍ରଶିକ୍ଷିତ କରାଯାଇଥାଏ । ଅଧିକାରୀ ଓ କାମ୍ବୋଟ ଇଞ୍ଜିନିୟରିଂ ବ୍ୟତୀତ, ମିଲିଟ୍ରି ଇଞ୍ଜିନିୟରିଂ ସର୍ଭିସ, ବର୍ଡର ରୋଡସ୍‌ ଇଞ୍ଜିନିୟରିଂ ସର୍ଭିସ ବିଷୟକେ ପ୍ରଶିକ୍ଷଣ ଦିଆଯାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.