ETV Bharat / bharat

କୋରୋନା କଷ୍ଟ ସହିପାରିଲେନି ଟ୍ବିଟର ସିଇଓ, ଦାନ କଲେ ସମ୍ପତ୍ତି - corona news

ଟ୍ୱିଟର ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ସି ନିଜର ସମ୍ପତିର ଏକ ଚତୁର୍ଥାଂଶରୁ ଅଧିକ ସମ୍ପତ୍ତିକୁ ଦାନ ସ୍ବରୂପ ରିଲିଫ୍ ପାଣ୍ଠିକୁ ଉତ୍ସର୍ଗ କରିଛନ୍ତି।

Twitter co-founder and CEO Jack Dorsey
କୋରୋନା କଷ୍ଟ ସହିପାରିଲେନି ଟ୍ବିଟର ସିଇଓ, ଦାନ କଲେ ସମ୍ପତ୍ତି
author img

By

Published : Apr 8, 2020, 1:32 PM IST

ନୂଆଦିଲ୍ଲୀ: କୋରୋନା ସହ ଲଢୁଛି ସାରା ବିଶ୍ବ। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି ଅନକକ ସଂସ୍ଥା ଓ ବ୍ୟକ୍ତିବିଶେଷ। ରାଜନେତା,ଅଭିନେତା ଓ ବିତ୍ତଶାଳୀ ଲୋକମାନେ ଏଥିରେ ନିଜର ବଦାନ୍ୟତା ଦେଖାଇ ଅର୍ଥରାଶି ଦାନ କରୁଛନ୍ତି। ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟ୍ୱିଟର ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ସି ।

ଜ୍ୟାକ୍ କୋରୋନା ମହାମାରୀରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସମସ୍ତଙ୍କୁ ଏହି ମହାମାରୀର ମୁକାବିଲା ପାଇଁ ଅନୁରୋଧ କରିଛନ୍ତି। ଏହାସହ ନିଜର ସହଯୋଗର ହାତ ବଢାଇବା ସ୍ବରୂପ ନିଜର ସମ୍ପତିର ଏକ ଚତୁର୍ଥାଂଶରୁ ଅଧିକ ସମ୍ପତ୍ତିକୁ ଦାନ ସ୍ବରୂପ ରିଲିଫ୍ ପାଣ୍ଠିକୁ ଉତ୍ସର୍ଗ କରିଛନ୍ତି।

ସୂଚନା ଥାଉକି, ଏବେ ସୁଦ୍ଧା ଭାରତରେ 4 ହଜାର 2 ଶହରୁ ଉଦ୍ଧ୍ବ ଆକ୍ରାନ୍ତ ଥିବା ବେଳେ 100ରୁ ଉର୍ଦ୍ଧ୍ବ ପ୍ରାଣ ହରାଇ ସାରିଛନ୍ତି। ସେହିପରି ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଲେଣି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.