ETV Bharat / bharat

କୋରୋନା କଟକଣା ଉଲଙ୍ଘନ କରି 12 ଗିରଫ - କୋରୋନା ଭାଇରସ୍ ନ୍ୟୁଜ

ଦେଶରେ କୋରନା କଟକଣା ଲାଗୁ ହୋଇଥିବାବେଳେ ଏହି ନିୟମ ଉଲଙ୍ଘନ କରିବା ଅଭିଯୋଗରେ 12 ଜଣଙ୍କୁ ଗିରଫ କରିଛି କେରଳ ପୋଲିସ ।

coronavirus news
କୋରୋନା ନିୟମ ଉଲଙ୍ଘନ କରି 12 ଗିରଫ
author img

By

Published : Mar 22, 2020, 3:54 PM IST

ଥିରୁଅନନ୍ତପୁରମ୍: ମାରାତ୍ମକ କୋରୋନା ଭାଇରସକୁ ନେଇ ସମଗ୍ର ଭାରତ ଏବେ ଚିନ୍ତାରେ ଥିବାବେଳେ ଏହି ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସରକାର ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଏହି କଟକଣା ଉଲଙ୍ଘନ କରିବା ଅଭିଯୋଗରେ 12 ଜଣଙ୍କୁ ଗିରଫ କରିଛି କେରଳ ପୋଲିସ ।

କୋରୋନା ନିୟମ ଉଲଙ୍ଘନ କରି 12 ଗିରଫ

ସୂଚନା ଅନୁଯାୟୀ, କୋରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜନ ସମାଗମ ଉପରେ ରୋକ ଲଗାଯାଇଛି । କିନ୍ତୁ ଗତ ଶୁକ୍ରବାର କେରଳର ମାଲାୟାନକିଜୁ ଶ୍ରୀକିଷ୍ଣା ମନ୍ଦିରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାଖାପାଖି 500 ଲୋକେ ଅଂଶଗ୍ରହଣ କରିଥିଲେ | ଯାହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ 12 ଜଣଙ୍କୁ ଗିରଫ କରିଛି କେରଳ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.