ETV Bharat / bharat

ମୁର୍ସିଦାବାଦରୁ ଗିରଫ ଆତଙ୍କବାଦୀ ଘରୁ ମିଳିଲା ସୁଡଙ୍ଗ, ବୋମା ଜବତ ନେଇ ସୂଚନା

ପଶ୍ଚିମବଙ୍ଗରୁ ଗିରଫ 6 ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ଘରେ ମିଳିଛି ସୁଡଙ୍ଗ । ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀ ଅବୁ ସୁଫିନ ଘରେ ଠାବ ହୋଇଥିବା ସୁଡଙ୍ଗରେ ବୋମା ଜବତ ହୋଇଛି । ଅଧିକ ପଢନ୍ତୁ...

ମୁର୍ସିଦାବାଦରୁ ଗିରଫ ଆତଙ୍କବାଦୀ ଘରୁ ମିଳିଲା ସୁଡଙ୍ଗ, ମୋବା ଜବତ ନେଇ ସୂଚନା

author img

By

Published : Sep 20, 2020, 10:01 PM IST

ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା 9 ସନ୍ଦିଗ୍ଧ ଅଲକାୟଦା ଆତଙ୍କବାଦୀ ବିରୋଧରେ ଯାଞଅଚ ଚଳାଇଛି କେନ୍ଦ୍ରୀୟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ । ଏପରିସ୍ଥିତିରେ ପଶ୍ଚିମବଙ୍ଗରୁ ଗିରଫ 6 ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ଘରେ ମିଳିଛି ସୁଡଙ୍ଗ । ଗୁଇନ୍ଦା ସଂସ୍ଥାର ସୂଚନା ଅନୁଯାୟୀ ଗିରଫ ଆତଙ୍କବାଦୀ ଅବୁ ସୁଫିନ ଘରେ ଠାବ ହୋଇଥିବା ସୁଡଙ୍ଗରେ ବୋମା ଜବତ ହୋଇଛି ।

ମୁର୍ସିଦାବାଦରୁ ଗିରଫ ଆତଙ୍କବାଦୀ ଘରୁ ମିଳିଲା ସୁଡଙ୍ଗ, ମୋବା ଜବତ ନେଇ ସୂଚନା

ଅବୁ ସୁଫିନ ପେଶାରେ ଜଣେ ଦରଜୀ ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ଭାବରେ ଅନେକ ଦିନରୁ ଦିଲ୍ଲୀରେ କାମ କରିଆସୁଥିଲା । ତାର ଏହି ଘର ରାଣୀଗଞ୍ଜର ରାମନଗରରେ ରହିଛି । ତେବେ ତାକୁ ଶନିବାର ଏନଆଇଏ ଗିରଫ କରିଥିଲା ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ ଶନିବାର ସକାଳେ କେରଳ ଓ ପଶ୍ଚିମବଙ୍ଗରେ ଚଢାଉ କରି ଘଟଣାରେ 9 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏନଆଇଏ ଅଧିକାରୀଙ୍କ କହିବା ଅନୁଯାୟୀ ଗିରଫ ସନ୍ଦିଗ୍ଧମାନେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ସହ ଜଡିତ ଅଛନ୍ତି । ଏମାନେ ପାକିସ୍ତାନର ଆତଙ୍କବାଦୀ ସହ ସିଧାସଳଖ ଯୋଗାଯୋଗରେ ମଧ୍ୟ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.