ETV Bharat / bharat

ଟ୍ରମ୍ପଙ୍କ ଭାରତ ଗସ୍ତ: ଅହମଦାବାଦରେ ହେବ ଇତିହାସର ସବୁଠୁ ବଡ ରୋଡଶୋ’ - ଟ୍ରମ୍ପଙ୍କ ଭାରତ ଗସ୍ତ

ଗୁଜରାଟର ଅହମଦାବାଦର ଏକ ବିଶାଳ ରୋଡଶୋ’ରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ଭାରତ ଗସ୍ତ: ଅହମଦାବାଦରେ ହେବ ଇତିହାସର ସବୁଠୁ ବଡ ରୋଡ ସୋ

author img

By

Published : Feb 14, 2020, 11:31 PM IST

ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ନେଇ ଜୋରଶୋରରେ ଚାଲିଛି ପ୍ରସ୍ତୁତି । ଟ୍ରମ୍ପ କେବଳ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ ବରଂ ବିଶ୍ବ ଐତିହ୍ୟ ସହର ଗୁଜୁରାଟ ମଧ୍ୟ ଗସ୍ତ କରିବେ । ତେବେ ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଦେଶବାସୀ ଦେଖିବେ ଇତିହାସର ସବୁଠୁ ବଡ ରୋଡଶୋ’ ।

ଟ୍ରମ୍ପଙ୍କ ଭାରତ ଗସ୍ତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶ ଗୁଜୁରାଟର ଅହମଦାବାଦ ଯାତ୍ରା । ଏହି ଯାତ୍ରାରେ ସେ ଏକ ବଡ ରୋଡ ଶୋ'ରେ ଭାଗ ନେବେ । 22 କିଲୋମିଟରର ଏହି ରୋଡଶୋ ଏୟାରପୋର୍ଟରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ହେବ । ରୋଡଶୋ’କୁ ଅଧିକ ଭବ୍ୟ କରିବା ପାଇଁ 300ରୁ ଅଧିକ ସଂସ୍ଥା ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.