ETV Bharat / bharat

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ପାଣିରେ ବୁଡିଗଲା ଚାଉଳ ଭର୍ତ୍ତି ଟେମ୍ପୁ

author img

By

Published : Aug 13, 2020, 5:12 PM IST

ବର୍ଷା କାରଣରୁ ଦକ୍ଷିଣ ଦିଲ୍ଲୀର ତୁଗଲକାବାଦର ପ୍ରହ୍ଲାଦପୁର ଜଳମଗ୍ନ ହୋଇଥିବାବେଳେ ପାଣିରେ ଏକ ଚାଉଳ ଭର୍ତ୍ତି ବଡ ଟେମ୍ପୁ ଫସି ରହିଥିବା ଦେଖିବାକୁ ମିଳିଥିଲା ।

water logging
ପାଣିରେ ବୁଡିଗଲା ଚାଉଳ ଭର୍ତ୍ତି ଟେମ୍ପୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନର ବର୍ଷା ଲାଗି ରହିଛି । ବର୍ଷା କାରଣରୁ ଦକ୍ଷିଣ ଦିଲ୍ଲୀର ତୁଗଲକାବାଦର ପ୍ରହ୍ଲାଦପୁର ଜଳମଗ୍ନ ହୋଇଥିବାବେଳେ ପାଣିରେ ଏକ ଚାଉଳ ଭର୍ତ୍ତି ବଡ ଟେମ୍ପୁ ଫସି ରହିଥିବା ଦେଖିବାକୁ ମିଳିଥିଲା ।

ପାଣିରେ ବୁଡିଗଲା ଚାଉଳ ଭର୍ତ୍ତି ଟେମ୍ପୁ

ଗାଡିଟି ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିବାରୁ ବହୁ ଚାଉଳ ପାଣିରେ ଭିଜି ନଷ୍ଟ ହୋଇଯାଇଛି | ଟେମ୍ପୁରେ 225 ଚାଉଳ ଭର୍ତ୍ତି ଅଖା ରଖାଯାଇଥିଲା | ଯାହାକୁ 2 ଜଣ ଶ୍ରମିକ ଗୋବିନ୍ଦପୁରୀ ନେଉଥିଲେ । କିନ୍ତୁ ପ୍ରବଳ ବର୍ଷା କାରଣରୁ ଗାଡିଟି ପାଣିରେ ଫସି ରହିଥିଲା । ଏହାପରେ ଜେସିବି ସାହାଯ୍ୟରେ ଟେମ୍ପୁକୁ ପାଣିରୁ ବାହାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.