ETV Bharat / bharat

ବାହାଡା ଦାନ୍ତ ପାଇଁ ତିନି ତଲାକ

author img

By

Published : Nov 1, 2019, 4:51 PM IST

ତେଲେଙ୍ଗାନାରୁ ଆସିଲା ତିନି ତଲାକ ଅଭିଯୋଗ । ବାହାଡା ଦାନ୍ତ ପାଇଁ ପତ୍ନୀକୁ ତିନି ତଲାକ ଦେଲା ସ୍ବାମୀ । ଥାନାରେ ମାମଲା ରୁଜୁ । ଅଭିଯୁକ୍ତ ସ୍ବାମୀ ମୁସ୍ତଫାକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ : ଇଟିଭି ଭାରତ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଆସିଲା ତିନି ତଲାକ ଅଭିଯୋଗ । ବାହାଡା ଦାନ୍ତ ପାଇଁ ପତ୍ନୀକୁ ତିନି ତଲାକ ଦେଲା ସ୍ବାମୀ । ଥାନାରେ ମାମଲା ରୁଜୁ । ଅଭିଯୁକ୍ତ ସ୍ବାମୀ ମୁସ୍ତଫାକୁ ଗିରଫ କରିଛି ପୋଲିସ ।

ପୀଡିତା ମହିଳା ରୁକସାନା ବେଗମଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ବାମୀ ମୁସ୍ତାଫା ଏବଂ ଶ୍ବଶୁର ବାହାଘର ପରେ ସର୍ବଦା ଅଧିକ ଯୌତୁକ ଦାବି କରିବା ସହିତ ତାଙ୍କୁ ନା ନା ପ୍ରକାର ନିର୍ଯାତନା ଦେଉଥିଲେ । ପ୍ରକାଶ ଯେ, ବେଗମ ଏବଂ ମୁସ୍ତାଫାଙ୍କ ବିବାହ 27 ଜୁନ 2019 ରେ ହୋଇଥିଲା ।

‘ରୁକସାନା ବେଗମଙ୍କ ଅଭିଯୋଗ ମୁତାବକ, ତାଙ୍କୁ ତାଙ୍କ ସ୍ବାମୀ ବାହାଡା ଦାନ୍ତା ପାଇଁ ତଲାକ ଦେଇଛନ୍ତି । ଏହା ସହିତ ତାଙ୍କୁ ଶ୍ବଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ବୋଲି କହିଛନ୍ତି କୁଶାଇଗୁଡା ସର୍କଲ ଇନସ୍ପେକ୍ଟର କେ ଚନ୍ଦ୍ର ଶେଖର ।

ତେବେ ପୀଡିତା ମହିଳା କହିଛନ୍ତି, ବିବାହ ସମୟରେ ତାଙ୍କ ସ୍ବାମୀ ଯାହା ଦାବି କରିଥିଲେ ସମସ୍ତ ଜିନିଷ ଆମ ପରିବାର ପ୍ରଦାନ କରିଥିଲା । ବିବାହ ପରେ ତାଙ୍କୁ ସ୍ବାମୀ ଓ ଶ୍ବଶୁର ଅଧିକ ଟଙ୍କା ଓ ପାଇସା ଆଣିବା ପାଇଁ ସବୁବେଳେ ଦାବି କରୁଥିଲେ ।

Intro:Body:

dgr

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.