ETV Bharat / bharat

ଇଦରେ କାଶ୍ମୀରରେ ଉଡିଲା ତ୍ରିରଙ୍ଗା

author img

By

Published : Aug 12, 2019, 7:50 PM IST

ସ୍ବାଧୀନତା ଦିବସ ପୂର୍ବରୁ ରବିବାର ଶାନ୍ତି ଏବଂ ଭାଇଚାରାର କାମନା କରି ତ୍ରିରଙ୍ଗା ଉଡାଇଲେ କାଶ୍ମୀରର ମୁସଲମାନ ସମ୍ପ୍ରଦାୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: କାଶ୍ମୀରରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ସ୍ବାଧୀନତା ଦିବସ ପୂର୍ବରୁ ରବିବାର ଶାନ୍ତି ଏବଂ ଭାଇଚାରାର କାମନା କରି ତ୍ରିରଙ୍ଗା ଉଡାଇଲେ କାଶ୍ମୀରର ମୁସଲମାନ ସମ୍ପ୍ରଦାୟ । ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲା ଭାଗଥଲୀ ଗ୍ରାମ ସ୍ଥିତ ଏକ ମସଜିଦରେ ରବିବାର କିଛି ମୁସଲମାନ ନମାଜ ପାଠ କରିଥିଲେ । ଏହାପରେ ସେମାନେ ମସଜିଦ ସମ୍ମୁଖରେ ତ୍ରିରଙ୍ଗା ଉଡାଇଥିବା ଦେଖିବାକୁ ମିଳିଛି ।

ତେବେ ମସଜିଦରେ ଏହି ମୁସଲମାନ ସମ୍ପ୍ରଦାୟ ଭାରତମାତାଙ୍କ ଜୟଗାନ କରି କହିଛନ୍ତି, ଜମ୍ମୁ-କାଶ୍ମୀରରେ ଶାନ୍ତି ଏବଂ ବିକାଶର ଆବଶ୍ୟକତା ରହିଛି । ଅନୁଚ୍ଛେଦ 370 ଉଚ୍ଛେଦ ଆମକୁ କୌଣସି ପ୍ରଭାବ ପକାଇନାହିଁ । ଆମେ କେବଳ ବିକାଶ ଚାହୁଁଛୁ ବୋଲି ସେମାନେ କହିଛନ୍ତି ।

ସେପଟେ ସ୍ବାଧୀନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ପାଇଁ ଗୃହମନ୍ତ୍ରୀ ଅମିତ୍‌ ଶାହ ଜମ୍ମୁ-କାଶ୍ମୀର ଗସ୍ତ କରିବା ନେଇ ସୂଚନା ମିଳିଛି । ଶାହ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉତ୍ତୋଳନ କରିବେ ବୋଲି ଆକଳନ କରାଯାଉଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.