ETV Bharat / bharat

ସ୍ବଚ୍ଛତା ପାଇଁ ଉତ୍ତରକାଶୀକୁ ମିଳିଲା ରାଷ୍ଟ୍ରପତି ପୁରସ୍କାର - ସ୍ବଚ୍ଛତା ପାଇଁ ଉତ୍ତରକାଶୀକୁ ରାଷ୍ଟ୍ରପତି ପୁରସ୍କାର

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିଦେଖାଇଛନ୍ତି ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Sep 8, 2019, 8:12 AM IST

ଡେରାଡୁନ: ଦେଶରେ ସ୍ବଚ୍ଛତା ପ୍ରତିଯୋଗୀତା ଦୌଡରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାକୁ ମିଳିଛି ସଫଳତା । ସ୍ବଚ୍ଛତାକୁ ନେଇ ଉତ୍ତରକାଶୀ ଜିଲ୍ଲାର ଆଦିବାସୀ ଜନଜାତି ବଗୋରୀ ଗାଁକୁ ସ୍ବଚ୍ଛ ଭାରତ ଅଭିଯାନ ଅନୁସାରେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାନୂସାରେ, ଏହି ପୁରସ୍କାର ଜିଲ୍ଲାଧିକାରୀ ଡାକ୍ତର ଆଶିଷ ଚୌହାନ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରି ବଗୋରୀ ଗାଁର ସରପଞ୍ଚ ଭଗବାନ ସିଂହଙ୍କୁ ଦେଇଛନ୍ତି । ଏହାସହିତ ଉତ୍ତରକାଶୀକୁ ଜିଲ୍ଲାସ୍ତରୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି ।
ତେବେ ଜିଲ୍ଲାକୁ ଦୁଇ ଦୁଇଟି ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ମିଳିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲାବାସୀ ।

ଜିଲ୍ଲାବାସୀଙ୍କ କହିବାନୂଯାୟୀ, ଏଭଳି ପୁରସ୍କାର ମିଳିବା ଦ୍ବାରା ଦେଶକୁ ସ୍ବଚ୍ଛ ଆଉ ପରିଷ୍କାର କରିବା ଦିଗରେ ଦେଶବାସୀ ଆହୁରି ଆଗକୁ ବଢିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.