ETV Bharat / bharat

ପର୍ଯ୍ୟଟକ ବସ ଓଲଟି ଆଠ ମୃତ

author img

By

Published : Oct 15, 2019, 6:33 PM IST

Updated : Oct 16, 2019, 6:02 AM IST

ପର୍ଯ୍ୟଟନ ଯାତ୍ରା ହେଲା ଶେଷ ଯାତ୍ରା । ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ପର୍ଯ୍ୟଟକ ବସ ଓଲଟି ପଡ଼ିବା ଫଳରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ଏଏନ୍ଆଇ

ଅମରାବତୀ: ପର୍ଯ୍ୟଟକ ବସ ଓଲଟି ଆଠ ମୃତ । ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲାରେ ଘଟିଛି ଏପରି ଭୟାଭୟ ସଡ଼କ ଦୁର୍ଘଟଣା । ସମସ୍ତେ ପରିଭ୍ରମଣରେ ଆସିଥିବା ଜଣାପଡ଼ିଛି ।

ବସଟି ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ପୂର୍ବ ଗୋଦାବରୀର ମାରେଦୁମିଲି ଏବଂ ଚିଣ୍ଟୁର ମଝିରେ ହିଁ ଘଟିଥିବା ଜଣାପଡ଼ିଛି ।

ଟ୍ରକ ଧକ୍କାରେ ମହିଳା ମୃତ୍ୟୁ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୁଆହତା ବୁଢାପଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। 
ମୃତ ମହିଳା ଜଣକ ରଞିତା ଦାସ ଓ  ଘର ବିରବହନପୁର ବୋଲି ଜଣା ପଡ଼ିଛି।  ସେ ,ଟାଟା ବିଏସ୍ ଏଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଚାକିରୀ କରୁଥିଲେ। ଡିଆର ଆଇ, ସାଇଟିରୁ କାମ ସାରି ଘରକୁ ଫେରୁଥିବା ବେଳେ, ବୁଢାପଙ୍କ ଛକ ନିକଟରେ ଏକ ଚଉଦ ଚକିଆ ଟ୍ରକ୍ ପଛ ପାଖରୁ ଧକା ଦବା ଫଳରେ ତଳେ ଖସିପଡି ଥିଲେ।  ସେ ସମୟରେ ଟ୍ରକଟି ତାଙ୍କ ଉପରେ ଚଢିଜାଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା  ।ଘଟଣା ସ୍ଥଳରେ ସ୍ଥାନିୟ ଲୋକ ଓ ତାଙ୍କର ସହ ପରିବାର ଜାତୀୟ ରାଜପଥ କୁ ଅବରୋଧ କରିବାଦ୍ୱାରା ରାଜପଥ ରେ  ସହ ସହ ଗାଡ଼ି ଅଟକି ରହି ଥିଲା। ବଅଁରପାଳ ଥାନା ଆଇ ଆଇ ସି, ଓ ମାଜିଷ୍ଟ୍ରେଟ  ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝା ସୁଝା କରିବା  ପ୍ରାୟ ତିନି ଘଣ୍ଟା କାଳ ଅଟକି ରହିଥିବା ଜାନ ବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା  ।
Visual on FTP 
Last Updated : Oct 16, 2019, 6:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.