ETV Bharat / bharat

ଦେଶରେ ରବିବାର ସୁଦ୍ଧା ସରିଛି 2 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ଦେଶରେ ବଢୁଥିବା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଅଗଷ୍ଟ 2 ତାରିଖ ସୁଦ୍ଧା ସରିଛି 2 କୋଟି 2 ଲକ୍ଷ 2 ହଜାର 858ଟି ଟେଷ୍ଟ । ଅଧିକ ପଢନ୍ତୁ...

ଦେଶରେ ରବିବାର ସୁଦ୍ଧା ସରିଛି 2 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
ଦେଶରେ ରବିବାର ସୁଦ୍ଧା ସରିଛି 2 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
author img

By

Published : Aug 3, 2020, 11:29 AM IST

ନୂଆଦିଲ୍ଲୀ: ଭାରତରେ 18 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ । ଏହାରି ଭିତରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିରନ୍ତର କୋରୋନା ସାମ୍ପଲ ଟେଷ୍ଟ କରାଯାଉଛି । ଯାହା ଅଗଷ୍ଟ 2 ସୁଦ୍ଧା ଦେଶରେ 2 କୋଟିରୁ ଉର୍ଦ୍ଧ୍ବ ପରୀକ୍ଷା କରାଯାଇଛି ।

ଦେଶରେ ରବିବାର ସୁଦ୍ଧା ସରିଛି 2 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
ଦେଶରେ ରବିବାର ସୁଦ୍ଧା ସରିଛି 2 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ ଥିବା ସମସ୍ତ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ 3 ଲକ୍ଷ 81 ହଜାର 27ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ରବିବାର ଶୁଦ୍ଧା 2 କୋଟି 2 ଲକ୍ଷ 2 ହଜାର 858ଟି ଟେଷ୍ଟ ସରିଛି ।

ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ ସଂଖ୍ୟା ଦେଖିଲେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଏହି ଟେଷ୍ଟରେ ଆହୁରି ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ବର୍ତ୍ତମାନ ସୁଦ୍ଧା ମୋଟ 18 ଲକ୍ଷ 3 ହଜାର 696ଟି ପଜିଟିଭି ରିପୋର୍ଟ ହୋଇଥିବେଳେ, ଏଥିରେ 38 ହଜାର135 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.