1. କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ
2. ଆର୍ଥିକ କଟକଣା ନେଇ କଂଗ୍ରେସର ଶ୍ଵେତପତ୍ର ଦାବି, ପଞ୍ଚାନନ ପଚାରିଲେ 10 ପ୍ରଶ୍ନ
3. କୋରୋନା ସଙ୍କଟ: 'ମୋ ପରିବାର' ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ରକ୍ତ ସଂଗ୍ରହ
4.ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1376 ପଜିଟିଭ ଚିହ୍ନଟ
ରାଜ୍ୟରେ ଅଣାୟତ କୋରୋନା । ଆଜି ପୁଣି ରାଜ୍ୟରୁ 1376 ପଜିଟିଭ ଚିହ୍ନଟ ହୋଇଛନ୍ତି ।
5. ଏମ୍ସରେ ଚାକିରି ଦେବା ନାଁରେ ଠକେଇ, ଧରାପଡିଲେ ୪୨୦ ନର୍ସ
ଏମ୍ସରେ ଚାକିରି ଦେବା ନାଁରେ ଠକେଇ । ଧରାପଡିଲେ ୪୨୦ ନର୍ସ,ମାଷ୍ଟର ମାଇଣ୍ତକୁ ଖୋଜୁଛି ପୋଲିସ ।
6. ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ
7.ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ଗୁଳିବିନିମୟ
8. ବିହାର ବନ୍ୟା: 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ପାଣି ଘେରରେ 577 ପଞ୍ଚାୟତ
ବିହାର ବନ୍ୟାରେ 10ଟି ଜିଲ୍ଲାର 10 ଲକ୍ଷ 61 ହଜାର 1 ଶହ 52ଜଣ ଲୋକ ପ୍ରଭାବିତ ହୋଇଥିବା ବିଭାଗ ସୂଚନା ଦେଇଛି ।
9.କୋଭିଡ-19 ମୁକାବିଲା: ମନରେଗା ଅଧିନରେ ରାଜ୍ୟକୁ 40 ହଜାର କୋଟି
10.ବଲିଉଡରେ ଜଲଓ୍ବା ଦେଖାଇବେ ନବରଙ୍ଗପୁର ଯୁବକ, ପରିବାରରେ ଖୁସିର ମାହୋଲ