ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 17, 2020, 3:02 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କୋରୋନା

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

2.ରାଜ୍ୟରେ ଋତୁକାଳୀନ ବର୍ଷାର ରେକର୍ଡ

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସକ୍ରିୟ ରହିଛି । ଏହାର ପ୍ରଭାବରେ ପ୍ରାୟ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ତେବେ ନଜର ପକାନ୍ତୁ କଣ ରହିଛି ରାଜ୍ୟରେ ବର୍ଷା ରେକର୍ଡ...

3.ରାଜ୍ୟରେ ଦିନକରେ 2244 ଆକ୍ରାନ୍ତ ଚିହ୍ନଟ, 62 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ଦିନକରେ 2244 ଆକ୍ରାନ୍ତ ଚିହ୍ନଟ, 62 ହଜାର ଟପିଲା ସଂକ୍ରମିତ ସଂଖ୍ୟା

4.ଆଜି ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି

ରାଜ୍ୟରେ ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି 10 ମୁଣ୍ଡ ନେଲା କୋରୋନା ।

5.ବାଲିଗୁଡାରେ ଉପସ୍ଥିତି ଜାହିର କଲେ ଲାଲବାହିନୀ, ପୋଡିଲେ 4 ଗାଡି

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ନକ୍ସଲଙ୍କ ବ୍ୟାପକ ହିଂସାକାଣ୍ଡ ।

6.ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା, ମୋଦିଙ୍କୁ ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା ଉପରେ ତେଲୁଗୁ ଦେଶମ ପାର୍ଟିର ଜାତୀୟ ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ନାଇଡୁ ଏକ ଚିଠି ଲେଖି ମୋଦିଙ୍କୁ ଘଟଣା ଉପରେ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।

7.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସେପ୍ଟେମ୍ବରରେ ହେବ ନେଟ୍ ଓ ଜେଇଇ ପରୀକ୍ଷା

ଜେଇ ଏଣ୍ଟ୍ରାନ୍ସ ଓ ନେଟ୍ ପରୀକ୍ଷାକୁ ନେଇ ଥିବା ଦ୍ବନ୍ଦକୁ ଏବେ ଦୂର ହୋଇଛି। ସେପ୍ଟେମ୍ବର ମାସରେ ଦି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଅନୁଷ୍ଠିତ କରାଯିବ।

8.ୟୁପିରେ ହିଂସା ଓ ଜଙ୍ଗଲ ରାଜ ବୃଦ୍ଧି ପାଉଛି: ରାହୁଲ ଗାନ୍ଧୀ

ବର୍ତ୍ତମାନ ୟୁପିରେ ସାମ୍ପ୍ରଦାୟିକ ହିଂସା ଏବଂ ଜଙ୍ଗଲ ରାଜ ବୃଦ୍ଧି ପାଉଛି ବୋଲି ସୋମବାର ଟ୍ବିଟ ଯୋଗେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।

9.ଆଜିଠୁ ଭାରତ ଓ ଲଣ୍ଡନ ମଧ୍ୟରେ ଚାଲିବ ସାପ୍ତାହିକ ବ୍ରିଟଶ ଏୟାରୱେଜ୍

ଆଜିଠାରୁ ଭାରତ ଏବଂ ଲଣ୍ଡନର ଚାରୋଟି ସହର ମଧ୍ୟରେ ସାପ୍ତାହିକ ବିମାନ ସେବା ଆରମ୍ଭ କରିବ ।

10.ଓପନର ପାର୍ଟନର ଚେତନଙ୍କୁ ଝୁରୁଛନ୍ତି ଗାଭାସ୍କର

ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଗାଭାସ୍କର କହିଛନ୍ତି ଯେ, ଆଜା, ଆଜା, ଗଲେ ମିଲ, ଆମେ ଆମ ଜୀବନର ଅନିର୍ବାଯ୍ୟ ଓଭର ଖେଳୁଛୁ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.