ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 15, 2021, 9:06 AM IST

ନଜର ପକାନ୍ତୁ NEWS@9amର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି ।

2.ସର୍ଭିସ ବିଫୋର୍ ସେଲଫ୍: ଆଜି ଭାରତୀୟ ସ୍ଥଳସେନା ଦିବସ

ପ୍ରତିବର୍ଷ ଜାନୁୟାରୀ 15 ତାରିଖରେ ସ୍ଥଳସେନା ଦିବସ ପାଳନ କରାଯାଏ। ଏହି ଦିବସ ଭାରତୀୟ ଯବାନଙ୍କ ବିରତ୍ବକୁ ସମ୍ମାନ ଜଣାଇବାର ଏକ ଦିନ। ଯାହାର ଆଦର୍ଶ ହେଉଛି ସର୍ଭିସ ବିଫୋର୍ ସେଲଫ୍ ବା ନିଜ ପୂର୍ବରୁ ସେବା ।

3.'ଆର୍ମି ଡେ'ରେ ସ୍ଥଳସେନା ମୁଖ୍ୟଙ୍କ ପ୍ରେରଣାଦାୟୀ ବାର୍ତ୍ତା

ଆର୍ମି ଡେ ଅବସରରେ ସେନା ମୁଖ୍ୟ ବିପିନ୍ ରାୱତ୍ ଓ ଆର୍ମି ଜେନେରାଲ ନରୱାଣେ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି। ଏହାସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।

4.ଇଣ୍ତୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା: 7 ମୃତ, ଅନେକ ଆହତ

ଇଣ୍ତୋନେସିଆ ଜାକର୍ତ୍ତାରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା 6.2 ରେକର୍ଡ। ଉଚ୍ଚ ତୀବ୍ରତାର ଏହି ଭୂ କମ୍ପରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

5.ବ୍ରିଟେନରୁ ଦିଲ୍ଲୀ ଫେରିଲେ RTPCR ଟେଷ୍ଟ ବାଧ୍ୟତାମୂଳକ

ବ୍ରିଟେନରୁ ଦିଲ୍ଲୀକୁ ବିମାନ ଯୋଗେ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ହେଲା RTPCR ପରୀକ୍ଷା । 31 ଜାନୁୟାରୀ ପର୍ଯ୍ୟନ୍ତ ଏହି କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର

6.ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଦୁଷ୍ୟନ୍ତ ଦେବ

ସୁପ୍ରିମକୋର୍ଟ ବାର ଆସୋସିଏସନ(ଏସସିବିଏ)ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦେବ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

7.ରିମାଣ୍ଡରେ ଆସିପାରେ କିଡନୀ ଠକ, ରାଜଧାନୀରେ ଫସିଛନ୍ତି ଅନେକ

କିଡନୀ ଠକେଇ ଅଭିଯୋଗରେ ଗିରଫ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ । ନୟାପଲ୍ଲୀ, ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ବରରେ ରିପୋର୍ଟ ହୋଇଛି କିଡନୀ ଠକେଇ ଅଭିଯୋଗ । ପଦାକୁ ଆସୁଛି କିଡନୀ ରାକେଟରେ ପଛର ଗୁମର

8.ସିବିଆଇ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡ଼ିବ: ନାବାଳିକାଙ୍କ ବାପା ଓ ମା

ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନ ଥିବାରୁ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲି। ନୟାଗଡ଼ ନାବାଳିକା ହତ୍ୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସୌଦାମିନୀ ସାହୁ।

9.ବ୍ରିସବେନ ଟେଷ୍ଟ: ଟସ୍‌ ଜତି କଙ୍ଗାରୁ ଦଳର ବ୍ୟାଟିଂ ଜାରି, ଡେବ୍ୟୁ କଲେ ନଟରାଜନ ଓ ସୁନ୍ଦର

ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ । ତେବେ ଆଜି ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ୍‌ ଗାବା ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

10.‘ଭାରତୀୟ ପୁରୁଷ ଟିମ୍ ଭବିଷ୍ୟତ ମହିଳା କ୍ରିକେଟ ଟିମ୍ ଗଠନ କରୁଛି’

ମେଗାଷ୍ଟାର ଅମିତାଭ ବଚ୍ଚନ ଜଣେ କ୍ରିକେଟ ପ୍ରଶଂସକ ମଧ୍ୟ । କ୍ରିକେଟ୍ ଉପରେ ନିଜର ମତ ଓ ଚିନ୍ତାଧାରାକୁ ସର୍ବଦା ପ୍ରକାଶ କରିଥାନ୍ତି । ଏଥିର ବି ବିରୁଷ୍କାଙ୍କୁ କନ୍ୟା ସନ୍ତାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.