ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର - @9 PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 10, 2020, 9:25 PM IST

1. ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧ୍ୟକ୍ଷ ହେଲେ ପରେଶ ରାଓ୍ବଲ

ଲୋକପ୍ରିୟ ଅଭିନେତା ପରେଶଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡ ନ୍ୟୁଜ୍ । ପରେଶଙ୍କୁ ଏନଏସଡିର ଚେୟାରମ୍ୟାନ ଭାବେ ଚୟନ କରାଯାଇଛି ।

2. ଶହୀଦ ଯବାନଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ ଅନର

ସିର୍କି ଜଙ୍ଗଲ ମାଓ ଅପରେସନ ସମୟରେ ଶହୀଦ 2 ଏସଓଜି ଯବାନଙ୍କ ମର ଶରୀର ଗୁରୁବାର ଭବାନୀପାଟଣା ରିଜର୍ଭ ପଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

3. ଆସନ୍ତା 13ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

4. ଇରାନ୍‌: ଟ୍ରାନ୍ସପରେଣ୍ଟ ଟେଣ୍ଟ୍‌ ଭିତରେ ପାଠ ପଢୁଛନ୍ତି ଛାତ୍ରୀ

କୋଭିଡ୍‌ ମହାମାରୀ ଭିତରେ ଥିବା କୋଭିଡ-19 ନିୟମ ଅନୁଯାୟୀ ସମଗ୍ର ବିଶ୍ବରେ କେତେକ ଶିକ୍ଷାନୁଷ୍ଠାନ ଖୋଲାଯାଇଥିବା ବେଳେ ଏଠି କେମିତି ଚାଲିଛି ପାଠପଢା

5. ବଢିଲା ଚୀନର ଟେନସନ, ବ୍ଲାକ ଟପ୍ ପରେ ଫିଙ୍ଗର-4 ଅଞ୍ଚଳକୁ କବଜା କଲା ଭାରତୀୟ ସେନା

ଚୀନ୍ ସେନାକୁ ଚେକ୍ ଦେବା ଏବଂ ଡ୍ରାଗନର ସେନାର ଗତିବିଧି ପରଖିବା ପାଇଁ ଫିଙ୍ଗର-4ର ଉଚ୍ଚତମ ସ୍ଥାନ ଅକ୍ତିଆର କଲା ଭାରତୀୟ ସେନା ।

6. ମଡେଲ୍ ଆଦିତି ଗୋଭିତ୍ରିକର କୋରୋନା ସଂକ୍ରମିତ

ଅଭିନେତ୍ରୀ ଆଦିତି ଗୋଭିତ୍ରିକର କୋରୋନା ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ସେ ହୋମ-ଆଇସୋଲେସନରେ ଅଛନ୍ତି । ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି ।

7. ରାଫେଲ ଭାଙ୍ଗିବ ମିରାଜ 2000 ସେବା ରେକର୍ଡ: ଧୋନି

ଧୋନି ରାଫେଲର ଗୃହ ପ୍ରବେଶକୁ ନେଇ ଶୁଭେଚ୍ଛା ଜଣାଇବା ସହ ଟ୍ବିଟ ଯୋଗେଁ ଖୁସିବ୍ୟକ୍ତ କରିଛନ୍ତି । ସୁଖୋଇ 30 ଏମକେଆଇକୁ ନିଜର ଫେଭରେଟ ବୋଲି କହିଛନ୍ତି ଧୋନି ।

8. ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ

ବେରୁଟ ବନ୍ଦରରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ମଧ୍ୟାହ୍ନରେ ବନ୍ଦରର ଡ୍ୟୁଟିମୁକ୍ତ ଅଞ୍ଚଳରେ ତେଲ ଏବଂ ଟାୟାର ରଖାଯାଇଥିବା ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ସେହି ସ୍ଥାନରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ନିର୍ଗତ ହୋଇଥିଲା ।

9. ସିଙ୍ଗାପୁରର ରାଷ୍ଟ୍ରଦୂତଙ୍କ ନିଯୁକ୍ତି ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ସିଙ୍ଗାପୁରର ରାଷ୍ଟ୍ରଦୂତ ସାଇମନ୍ ୱଙ୍ଗ ୱି କୁଏନଙ୍କ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ମଧ୍ୟ ସିଙ୍ଗାପୁର ହାଇ କମିଶନରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

10. ଆରଜେଡିକୁ ବଡ଼ ଝଟକା, ଇସ୍ତଫା ଦେଲେ ରଘୁବଂଶ ପ୍ରସାଦ ସିଂହ

ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ଼ ଝଟକା । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହ ଶେଷରେ ଲାଲୁ ଯାଦବଙ୍କ ଦଳରୁ ଇସ୍ତଫା ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.