ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
author img

By

Published : Sep 6, 2020, 10:08 PM IST

1.ଓଡିଶା ମଡେଲକୁ ସୀତାରମଣଙ୍କ ପ୍ରଶଂସା, ଧନ୍ୟବାଦ ଜଣାଇଲେ ନବୀନ

ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତିକୁ ସମର୍ଥନ କରିଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ରାଜ୍ୟ ଜିରୋ କାଜୁଆଲିଟିକୁ ସବୁବେଳେ ପ୍ରାଥମିକତା ଦେଇଆସିଛି ।

2.ସୁପରଷ୍ଟାରଙ୍କ ସମ୍ପର୍କରେ ଫାଟ: ମନକଥା କହିଲେ ଅନୁଭବ

ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ପିଟିସନ ଦାଖଲ ପରେ ପ୍ରେସ ବିଜ୍ଞପ୍ତି ଜାରି କରି ନିଜର ପକ୍ଷ ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

3.ଲୋକସଭା ସାଂସଦ ସମସ୍ତଙ୍କ ଆଦର୍ଶ, ଯାହା ଘଟିଲା ତାହା ଦୁଃଖଦ: ମହିଳା କମିଶନର

କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଘରୋଇ କଳି ଉପରେ ପ୍ରତିକ୍ରିୟା ରଖିଲେ ମହିଳା କମିଶନର ଡକ୍ଟର ମୀନତି ବେହେରା ।

4.ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2590

ରାଜ୍ୟରେ ସୁସ୍ଥ ସଂଖ୍ୟା 90 ହଜାର ପାର ହୋଇଛି । ଯାହା ରାଜ୍ୟ ପାଇଁ ଭଲ ଖବର । 30ଟି ଜିଲ୍ଲା ମଧ୍ୟରୁ କଟକରୁ ସର୍ବାଧିକ ସୁସ୍ଥ 431 ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5.ଶ୍ରୀମନ୍ଦିର ବରାଦ ଅଭଡା ବିକ୍ରିରେ କଟକଣା

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତି ଉପରେ କଟକଣା ଲାଗିଛି। ବିଶେଷ କରି ବରାଦ ଅଭଡାରେ କଟକଣା ଲାଗିଛି। କେବଳ ପୁରୀ ସହର ଓ ସେବାୟତଙ୍କ ପରିବାର ପାଇଁ ଅଭଡା ରନ୍ଧା ହେବ।

6.କୋରୋନା କାୟାରେ ରାଜଧାନୀ: 483 ନୂଆ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ରବିବାର କରାଯାଇଥିବା କୋରୋନା ଟେଷ୍ଟରେ 483 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 13295ରେ ପହଞ୍ଚିଛି ।

7.ରାଜୌରୀରେ ରହସ୍ୟମୟ ବିସ୍ଫୋରଣ, ଅନେକ କାର ନଷ୍ଟ

ରାଜୌରୀ ଜିଲ୍ଲାର ମାରିଆ ଚୌକିଆନ ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା । ଏହି ଘଟଣାରେ ଅନେକ କାର ନଷ୍ଟ ହୋଇଛି ।

8.ଡ଼ଗ ହ୍ୟାଣ୍ଡଲରଙ୍କୁ ନିଯୁକ୍ତି ଦେବ IIT ଦିଲ୍ଲୀ, 45 ହଜାର ଟଙ୍କା ଦରମା

ଆଇଆଇଟି ଦିଲ୍ଲୀ ଜାରି କଲା ନିଯୁକ୍ତି । ପ୍ରକାଶିତ ବିଜ୍ଞାପିତ ଅନୁସାରେ କୁକୁରକୁ ସମ୍ଭାଳୁଥିବା ବ୍ୟକ୍ତିଙ୍କ ପାଇଁ ପଦବୀ ଖାଲି ଅଛି । ଏହି ପୋଷ୍ଟଟି କୁକୁର ହ୍ୟାଣ୍ଡଲରଙ୍କର ସୁରକ୍ଷା କାର୍ଯ୍ୟାଳୟ ଅଧୀନରେ ଅଛି । ଏହି ଚାକିରି ଚୁକ୍ତି ଭିତ୍ତିକ ହେବ ।

9.ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବାକୁ ଧମକ

ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀକୁ ବୋମାରେ ଉଡାଇବା ନେଇ ଧମକପୂର୍ଣ୍ଣ କଲ ଆସିଥିବା ଅଭିଯୋଗ । ଦୁବାଇରୁ ଲ୍ୟାଣ୍ଡ୍‌ଫୋନ ଜରିଆରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ନାଁରେ 4ଟି କଲ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

10.ଘୋଷଣା ହେଲା ଆଇପିଏଲ ଖେଳସୂଚୀ, ଚେନ୍ନାଇ-ମୁମ୍ବାଇ ପ୍ରଥମ ମ୍ୟାଚ

ଆସନ୍ତା 19 ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସିଜିନର ଓପନିଂ ମ୍ୟାଚ ଖେଳାଯିବାର ଉଲ୍ଲେଖ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.