ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 18, 2020, 9:19 PM IST

1.ରାଜ୍ୟରେ ସୁସ୍ଥ ହେଲେ 1535, ଆରୋଗ୍ୟ ସଂଖ୍ୟା ଟପିଲା 45 ହଜାର

ରାଜ୍ୟରେ ସର୍ବାଧିକ 1535 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ 45 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି ।

2.କୋଭିଡ ମୁକାବିଲା, ଖୋର୍ଦ୍ଧା ସମେତ 4 ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି

କୋଭିଡ ପରିସ୍ଥିତି ଓ ରଣନୀତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

3.କୋରୋନା ଟେଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ରାଜ୍ୟରେ ବଢୁଛି ଟେଷ୍ଟିଂ । ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଥିବା ବେଳେ ଶାସକ ବିଜେଡି ଓ ବିଜେପି ନେତା ମଧ୍ୟ ପ୍ରଶଂସା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ ଟେଷ୍ଟିଂ ବୃଦ୍ଧିକୁ ମିଛ କହିଛନ୍ତି ।

4.କୋରୋନାରେ ମୃତ 3 ସରକାରୀ କର୍ମଚାରୀଙ୍କ ପରିବାରକୁ ମିଳିବ ସମ୍ପୂର୍ଣ୍ଣ ଦରମା

ମୃତ କୋରନା ଯୋଦ୍ଧାଙ୍କ ପତ୍ନୀଙ୍କ ନିକଟକୁ ଚିଠି ଲେଖାଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ । ୩ କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

5.ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ଓଡିଆ

ରାଜ୍ୟର ଅର୍ଥନୀତି ପ୍ରାୟ 12 ପ୍ରତିଶତ ହ୍ରାସ ଆକଳନ ରହିଛି । ମୁଣ୍ଡ ପିଛା 14,745 ଟଙ୍କା କ୍ଷତି ସହିବେ ରାଜ୍ୟବାସୀ ।

6.ଲଘୁଚାପ ଯୋଗୁଁ 22 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା। ବଙ୍ଗୋପସାଗରେ ଲଘୁଚାପ ଯୋଗୁଁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

7.19 IRO କାର୍ଯ୍ୟାଳୟ ଖୋଲିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ବିଭିନ୍ନ ମନ୍ତ୍ରଣାଳୟର 19 ଟି ସମନ୍ୱିତ ଆଞ୍ଚଳିକ କାର୍ଯ୍ୟାଳୟ । ମୁଖ୍ୟାଳୟ ରହିବ ଏହି ସହରରେ ।

8.BSF ଡିଜି ପଦରେ ଦାୟିତ୍ବ ଗ୍ରହଣ କଲେ ରାକେଶ ଆସ୍ଥାନା

ବିଏସଏଫର 27 ତମ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କଲେ ରାକେଶ ଆସ୍ଥାନା । ରାକେଶ ଆସ୍ଥାନା ଗୁଜୁରାଟ କ୍ୟାଡରର 1984 ବ୍ୟାଚ ଆଇପିଏସ ଅଧିକାରୀ।

9.ଆଜି ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ବିରାଟ କୋହଲି

2008 ଅଗଷ୍ଟ 18ରେ କୋହଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହ ଓପନିଂ ପାଇଁ ପଡିଆରେ ପହଞ୍ଚିଥିଲେ ।

10.ଭାଇରାଲ ହେଲା ମହେଶ-ରିଆଙ୍କ ଥ୍ରୋବ୍ୟାକ ଭିଡିଓ, ପୁଣି ପ୍ରଶ୍ନ ଘେରରେ ଦୁଇଜଣ

ରିଆ ଓ ମହେଶଙ୍କୁ ନେଇ ନୂଆ ଚର୍ଚ୍ଚା । ଦୁଇଜଣଙ୍କ ପୁରୁଣା ଭିଡିଓ ହେଲା ଭାଇରାଲ । ରିଆଙ୍କ ହାତ ଧରିଥିବାର ନଜର ଆସିଲେ ମହେଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.