ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

author img

By

Published : Aug 17, 2020, 9:01 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

1.କମିଶନରେଟ ପୋଲିସରେ ଅଦଳବଦଳ, ୧୭ ଆଇଆଇସିଙ୍କୁ ବଦଳି

ଆଡିସନାଲ ଡିସିପି ଠାରୁ ଏଏସଆଇ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହୋଇଛି ଅଦଳବଦଳ। କଟକକୁ ଭୁବନେଶ୍ବର ଫେରିଛନ୍ତି ଅନେକ ଅଫିସର ସେପଟେ ଭୁବନେଶ୍ବରରୁ ମଧ୍ଯ କଟକ ଫେରିଛନ୍ତି ଅନେକ ଅଫିସର।

2.ଶେଷ ପର୍ଯ୍ୟାୟରେ ଚତୁର୍ଦ୍ଧା ବିଗ୍ରହଙ୍କ ରଥଖୋଲା କାର୍ଯ୍ୟ

ଜଗନ୍ନାଥ ବଲ୍ଲଭରେ ସାଇତା ହୋଇ ରଖାଯିବ ଚଳିତବର୍ଷ ରଥଯାତ୍ରାରେ ବ୍ୟବହୃତ ତିନି ରଥ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ରଥ ଖୋଲିବା କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

3.ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ଶ୍ରୀଗଣିତ ଶାଢ଼ୀ

ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ଶ୍ରୀଗଣିତ ଶାଢୀ। ଏନେଇ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

4.ଟିଏମସି ସେଣ୍ଟରରେ ପ୍ରବାସୀଙ୍କ ମନ ଜିଣିଲେ ସରପଞ୍ଚ

ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତର ହୋଇଥିବା ଟିଏମସି ସେଣ୍ଟରରେ ପ୍ରବାସୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ସରପଞ୍ଚ ସାଜିଛନ୍ତି ଉଦାହରଣ ।

5.ଭୁବନେଶ୍ୱରରେ ନୂଆ 198 କୋରୋନା ଆକ୍ରାନ୍ତ ଚିହ୍ନଟ, 132 ସୁସ୍ଥ

ରାଜଧାନୀ ଭୁବନେଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାଦିନକୁ ଦିନ ବଢିବାରେ ଲାଗିଛି । ଆଜି ନୂଆ 198 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁସ୍ଥ 132 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

6.ଉଜୈନରେ ମହାକାଳଙ୍କ ରାଜକୀୟ ଯାତ୍ରାରେ ଯୋଗଦେଲେ ସିନ୍ଧିଆ

ସୋମବାର ମହାକାଳଙ୍କ ରାଜକୀୟ ଯାତ୍ରା ଉଜୈନରେ ହୋଇଛି । ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାମିଲ ହୋଇଛନ୍ତି ।

7.ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳୁଛି ହତ୍ୟା ଧମକ

ଫେସବୁକ ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଅଙ୍ଖୀ ଦାସଙ୍କୁ ମିଳୁଛି ହତ୍ୟା ଧମକ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

8.ଗାନ୍ଧୀ ପରିବାରର ନିକଟତର ରାଜସ୍ଥାନର କମିଟି ସଦସ୍ୟ

ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି । ଏହି କମିଟିର ସମସ୍ତ 3 ସଦସ୍ୟ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ନିକଟତର ବୋଲି ଜଣାପଡିଛି ।

9.ବାହୁଡିଗଲେ ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜ

ପଦ୍ମ ବିଭୂଷଣ ପଣ୍ଡିତ ଯଶରାଜଙ୍କ ପରଲୋକ । ଆମେରିକା ସ୍ଥିତ ନ୍ୟୁ ଜର୍ସିରେ 90 ବର୍ଷ ବୟସରେ ଯଶରାଜଙ୍କ ଦେହାନ୍ତ ହୋଇଛି ।

10.ଆଖିବୁଜିଲେ ଲୋକପ୍ରିୟ ନିର୍ଦ୍ଦେଶକ ନିଶିକାନ୍ତ, ଶୋକ ପ୍ରକାଶ କଲେ ସେଲିବ୍ରିଟି

ଆଉ ଜଣେ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ହାଇଦ୍ରାବାଦରେ ଲିଭର ସିରୋସିସର ଚିକିତ୍ସା କରାଉଥିବା ନିଶିକାନ୍ତ ଶେଷରେ ଆରପାରିକୁ ଚାଲିଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.