1.କଟକ-ଖୋର୍ଦ୍ଧା ସ୍ଥିତି ସମୀକ୍ଷା: 15 କୋଟି ଲେଖାଏଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
2.ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡାକ୍ତରଙ୍କ ଅବସର ବୟସର 65 କୁ ବୃଦ୍ଧି
3.ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫ ମାସ ପାଇଁ ମାଗଣାରେ ମିଳିବ ଚାଉଳ-ଡାଲିକରିଛନ୍ତି ।
4.ହଟସ୍ପଟ ଗଞ୍ଜାମ: ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ
5.ଓଲିଉଡର ଜଗାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ
6.ସମ୍ବଲପୁରର ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି
7.କୋରୋନା କହର: ରଦ୍ଦ ହେଲା ଅମରନାଥ ଯାତ୍ରା
8.ଆତ୍ମବିଶ୍ବାସ ଆଗରେ ସବୁ ହାର: କୋଭିଡ ହସ୍ପିଟାଲରେ ରୋଗୀଙ୍କ ଜନ୍ମଦିନ ପାଳନ
9.ବିଧାୟକ କିଣାବିକା ମାମଲା: ଅଭିଯୁକ୍ତ ଭରତ ମାଲାନୀର ଜାମିନ ଆବେଦନ ଖାରଜ
ଏସଓଜି ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ଭରତ ମାଲାନୀର ଜାମିନ ଆବେଦନ ଖାରଜ ।
10.ୟୁଏଇରେ ଆଇପିଏଲ-2020, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା
ଆଇପିଏଲ 2020 ନେଇ ସ୍ପଷ୍ଟକଲେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ । ୟୁଏଇରେ ଖେଳାଯିବ ଆଇପିଏଲ 2020 ।