ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ଟପ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

author img

By

Published : Dec 12, 2020, 9:05 AM IST

1-ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା: 7 ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ପଥର ଫିଙ୍ଗିବା ଘଟଣାରେ 7 ଜଣଙ୍କୁ ଗିରଫ କରିଛି ପୋଲିସ ।

2-ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାକ୍ସ ଫୋର୍ସ

ଉର୍ଜା କ୍ଷେତ୍ରରେ କତାରର ପୁଞ୍ଜିନିବେଶ ପାଇଁ ଗଠନ ହେବ ଟାକ୍ସ ଫୋର୍ସ । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

3-କୃଷକ ଆନ୍ଦୋଳନ: ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ ଡାକରା, ବ୍ୟାପକ ପୋଲିସ ମୁତୟନ

ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ କରିବା ସହ ଟୋଲପ୍ଲାଜାରେ ଟୋଲ ଫ୍ରି କରିବେ ବୋଲି ଘୋଷଣା କରିଛନ୍ତି ।

4-କୋ-ୱିନ 20: କୋରୋନା ଟିକାକରଣ ପାଇଁ ଏକ ଆପ...

ଖୁବଶୀଘ୍ର ଦେଶବାସୀଙ୍କୁ ଦିଆଯିବ କୋଭିଡ-19 ଭ୍ୟାକସିନ। ସେ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି।

5-ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି କୃଷକ ନେତା ଭାବେ ପରିଚିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜନ୍ମଦିନ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

6-ଘନ କୁହୁଡି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ରାଜ୍ୟରେ ମାଡି ଆସୁଛି ଘନ କୁହୁଡି। 8ଟି ଜିଲ୍ଲାରେ ଘନ କୁହୁଡି ଦେଖା ଦେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

7-କୁହୁଡ଼ି ଚାଦରରେ ଶ୍ରୀକ୍ଷେତ୍ର

କୁହୁଡ଼ି ଚାଦରରେ ପୁରୀ ଶ୍ରୀମନ୍ଦିର । ତେବେ ପାଗ ଶୁଖିଲା ରହୁଥିବା ବେଳେ ଭୋରରୁ ପଡ଼ୁଛି ଘନ କୁହୁଡ଼ି ।

8-ଅର୍ଥବ୍ୟବସ୍ଥାକୁ ନେଇ ସରକାର ସତର୍କ ସହ ଆଶାବାଦୀ: ତରୁଣ ବଜାଜ

ଅର୍ଥବ୍ୟବସ୍ଥାକୁ ନେଇ ସରକାର ଆଶାବାଦୀ ସହିତ ସତର୍କ ଅଛନ୍ତି । ଅର୍ଥନୈତିକ ବ୍ୟାପର ସଚିବ ତରୁଣ ବଜାଜ ଶୁକ୍ରବାର ଏ ନେଇ ମତ ରଖିଛନ୍ତି ।

9-2023 ହକି ବିଶ୍ବକପରେ ରାଉରକେଲା ସୁନ୍ଦର ଭେନ୍ୟୁ ହେବ: ବତ୍ରା

2023 ହକି ବିଶ୍ବକପ ପାଇଁ ରାଉରକେଲା ଏକ ଭଲ ଭେନ୍ୟୁ । ଏହା କହିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି ନରିନ୍ଦର ଧ୍ରୁବ ବତ୍ରା ।

10-ଦିବ୍ୟାଙ୍କୁ ମାଡ ମାରିବା କଥାକୁ ଖଣ୍ଡନ କଲେ ସ୍ବାମୀ ଗଗନ

ଭାଇରାଲ ହେଲା ସ୍ବର୍ଗତ ଅଭିନେତ୍ରୀ ଦିବ୍ୟାଙ୍କ ସ୍ବାମୀ ଗଗନଙ୍କ ଭିଡିଓ । ସୋସିଆଲ ମିଡିଆରେ ଏହାକୁ ସେୟାର କରି ନିଜ ପକ୍ଷ ରଖିଲେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.