1-ଆଜି ବିହାରକୁ ମିଳିବ ନୂଆ ସରକାର, ଅପରାହ୍ନରେ ଶପଥ ନେବେ ନୀତିଶ କୁମାର
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏନଡିଏ ବିଧାୟକ ଦଳ ନେତା ନୀତିଶ କୁମାର ।
2-ଆଜି ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ଜନ୍ମଦିନ
ଆଜି ଇଟିଭି ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କ ଜନ୍ମଦିନ । 85 ବୟସରେ ପାଦ ଦେଲେ ଏହି ବଳିଷ୍ଠ ବ୍ୟକ୍ତିତ୍ବ ।
3-ଆଜିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ
4-କାକଟପୁରରୁ 10.5 ଗ୍ରାମ ବ୍ରାଉନସୁଗାର ଜବତ, 2 ଗିରଫ
5-ବିଦ୍ୟୁତ ଆଘାତରେ ଗୁରୁତର ମାଙ୍କଡକୁ ଚିକିତ୍ସା କରାଇଲେ ପଶୁପ୍ରେମୀ
6-କାନପୁରରେ 6 ବର୍ଷର ଶିଶୁ ହତ୍ୟା ଘଟଣା: ପରିବାରକୁ 5 ଲକ୍ଷ ଦେବ ୟୁପି ସରକାର
7-ଗାଧୋଇବାବେଳେ ସମୁଦ୍ରରେ ଭାସିଗଲେ ପାଞ୍ଚ ନାବାଳକ
8-ଦୀପାବଳିରେ ୭୨ ହଜାର କୋଟିର କାରବାର କଲା ଭାରତ, ଚୀନକୁ ୪୦ ହଜାର କୋଟିର କ୍ଷତି
9-‘ବର୍ଷ ଶେଷ ସୁଦ୍ଧା ଆସିପାରେ କୋରୋନା ଟିକା’
10-କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଗୁରୁତର, ଆଇସିୟୁରେ ଭର୍ତ୍ତି